Latest Odisha News

୮୯ ବର୍ଷ ପରେ ନିରପେକ୍ଷ ସ୍ଥାନରେ ଟେଷ୍ଟ ଖେଳିବ ଭାରତ

ନୂଆଦିଲ୍ଲୀ:ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଭାରତୀୟ କ୍ରିକେଟ ଦଳ ଖେଳିବା ମାତ୍ରେ ୮୯ ବର୍ଷ ପରେ ନିରପେକ୍ଷ ସ୍ଥାନରେ ଟେଷ୍ଟ ଖେଳିବାକୁ ଯାଉଛି । ଆଇସିସି ମାନ୍ୟତା ପ୍ରାପ୍ତ ୧୨ ଦେଶ ମଧ୍ୟରୁ କେବଳ ଭାରତ ଏବଂ ବାଂଲାଦେଶ ନିରପେକ୍ଷ ସ୍ଥାନରେ ଟେଷ୍ଟ ମ୍ୟାଚ ଖେଳି ନାହାନ୍ତି ।

୧୯୯୯ରେ ଏସୀୟ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରି ନ ପାରିବାରୁ ଭାରତ ନିରପେକ୍ଷ ସ୍ଥାନରେ ମ୍ୟାଚ ଖେଳିପାରି ନ ଥିଲା । ୧୦୯ ବର୍ଷ ପୂର୍ବେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ନିରପେକ୍ଷ ସ୍ଥାନରେ ମ୍ୟାଚ ଖେଳା ଯାଇଥିଲା ।

Comments are closed.