Latest Odisha News

BREAKING NEWS

ନୂତନ ଏସୀୟ ରେକର୍ଡ ସତ୍ୱେ ରିଲେ ଫାଇନାଲକୁ କ୍ୱାଲିଫାଇ କରିପାରିଲେନି ଭାରତୀୟ ଟିମ୍‌

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତର ୪ ଗୁଣନ ୪୦୦ ରିଲେରେ ଚମତ୍କାର ପ୍ରଦର୍ଶନ କରିବା ସତ୍ୱେ ପାଇନାଲକୁ କ୍ୱାଲିଫାଇ କରିପାରି ନାହିଁ । ଭାରତୀୟ ଟିମ୍ ମହମ୍ମଦ ଅନାସ ୟାହିୟା, ଟମ ନାଥାନ ନିର୍ମାଲ, ରାଜୀବ ଆରୋକିଆ ଓ ଆମୋଜ ଜ୍ୟାକବ ୩:୦୦.୨୫ ସେକେଣ୍ଡରେ ସେମାନଙ୍କ ରେସ ସମ୍ପୂର୍ଣ୍ଣ କରି ନୂତନ ଏସୀୟ ରେକର୍ଡ ସ୍ଥାପନ କରିଥିଲେ ।

BjdElectrycity

ପୂର୍ବରୁ କାତାର ନାମରେ ଏହି ରେକର୍ଡ (୩:୦୦.୫୬) ରହିଥିଲା । ସେକେଣ୍ଡ ହିଟରେ ଭାରତ ୪ର୍ଥ ସ୍ଥାନରେ ଏବଂ ଓଭରାଲ ୯ମ ସ୍ଥାନରେ ରହିଥିଲା । ପ୍ରଥମ ୮ଟି ଟିମ ଫାଇନାଲରେ ପ୍ରବେଶ କରିଥିଲେ ।

Leave A Reply

Your email address will not be published.