Latest Odisha News

BREAKING NEWS

ପାର୍ବଣ ଋତୁରେ ଗଡିବ ୧୯୬ ଯୋଡ଼ା ଟ୍ରେନ୍; ଜାଣନ୍ତୁ ସବିଶେଷ ତଥ୍ୟ

ଭୁବନେଶ୍ୱର: ରେଳ ମନ୍ତ୍ରଣାଳୟ ପକ୍ଷରୁ ପାର୍ବଣ ଋତୁରେ ୧୯୬ ଯୋଡା ଟ୍ରେନ୍ ଚଳାଚଳ କରିବା ନେଇ ଘୋଷଣା କରାଯାଇଛି। ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଖୁସି ଦେଖାଦେଇଛି।

ଜୋନାଲ ରେଲୱେର ଏହି ପ୍ରସ୍ତାବକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ଦିଆଯାଇଥିବା ନେଇ ଜଣେ ଅଧିକାରୀ କହିଛନ୍ତି। ଏନେଇ ରେଳବାଇ ଟ୍ବିଟ କରି ସୂଚନା ଦେଇଛି।

ତେବେ ଅକ୍ଟୋବର ୨୦ରୁ ନଭେମ୍ବର ୩୦ ମଧ୍ୟରେ ଏହି ଟ୍ରେନ୍ ଚଳାଚଳ କରିବ ବୋଲି ସୂଚନା ମିଳିଛି।

Comments are closed.