Latest Odisha News

BREAKING NEWS

ପୁଲରେ ସମୟ କାଟୁଛନ୍ତି ଅଭିନେତ୍ରୀ କିମ ଶର୍ମା, ଫୋଟୋ ହେଲା ଭାଇରାଲ

ନୂଆଦିଲ୍ଲୀ: ଅଭିନେତ୍ରୀ କିମ ଶର୍ମା ବର୍ତ୍ତମାନ ଗୋଆରେ ତାଙ୍କ ଜୀବନର ସମୟ ଅତିବାହିତ କରୁଛନ୍ତି ।

ଏହାର ଝଲକ ଯାହା ସେ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

୪୦ବର୍ଷ ବୟସ୍କା ଅଭିନେତ୍ରୀଙ୍କ ଏହି ଫୋଟୋ ଗୁଡାକ ଏବେ ଭାଇରାଲ ହେଉଛି ।

କିମ୍ ଶର୍ମା, ଯିଏ ପ୍ରକୃତରେ ପୁଲରେ ସମୟ ଅତିବାହିତ କରିବାକୁ ଭଲପାଆନ୍ତି,  ରବିବାର ଏବଂ ସୋମବାରରେ ଦୁଇଟି ପୁଲ୍ ଫଟୋ ସେୟାର କରିଥିଲେ ।

ଦେଖନ୍ତୁ ଫୋଟୋ:

 

View this post on Instagram

 

Third times a charm #threesday ??

A post shared by Kim Sharma (@kimsharmaofficial) on

 

View this post on Instagram

 

Weekends used to come with the possibility of a pool #fridayflashback #vacances #inmyhead

A post shared by Kim Sharma (@kimsharmaofficial) on

 

View this post on Instagram

 

Dear Beach ?. I think about you a lot and waiting to be with you again real soon. #tbt

A post shared by Kim Sharma (@kimsharmaofficial) on

କିମ ଶର୍ମାଙ୍କୁ ‘ମହବତେ’,’ତୁମସେ ଅଛା କୌନ ହେ’,’ନେହେଲେ ପେ ଦେହଲା’,’କୁଡ଼ିଓ କା ହେ ଜମାନା’,’ଫିଦା’ ଆଦି ସିନେମାରେ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.