Latest Odisha News

ସିଆଚିନରେ ସୈନିକଙ୍କୁ ଆବଶ୍ୟକତା ମୁତାବକ ଖାଦ୍ୟ, ପୋଷାକ ମିଳୁନାହିଁ

ନୂଆଦିଲ୍ଲୀ : ସିଆଚିନ୍‌, ଲଦ୍ଦାଖ ଓ ଡୋକଲାମ ପରି ଶିଖର ଅଂଚଳରେ ଭାରତୀୟ ସୈନିକଙ୍କୁ ଉପଯୁକ୍ତ ଖାଦ୍ୟ ଓ ପୋଷାକ ମିଳୁ ନାହିଁ ବୋଲି ସିଏଜି ରିପୋର୍ଟ ଦର୍ଶାଯାଇଛି ।

୨୦୧୭-୧୮ର ଏହି ରିପୋର୍ଟ ସଂସଦରେ ଉପସ୍ଥାପନ କରାଯିବା ପରେ ରାଜନୀତି ଓ ଆଲୋଚନା ଆରମ୍ଭ ହୋଇଛି । ଉଚ୍ଚତମ ଅଂଚଳରେ ସୁସ୍ଥ ରହିବା ପାଇଁ ଆବଶ୍ୟକ କ୍ୟାଲୋରୀ ସୈନ୍ୟମାନଙ୍କୁ ମିଳୁ ନାହିଁ ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।

ସେହିପରି ପାଣିପାଗ ଅନୁସାରେ ପୋଷାକ ଠିକ୍ ସମୟରେ ମିଳୁ ନାହିଁ ।

Leave A Reply

Your email address will not be published.