ଭୁବନେଶ୍ୱର: ଭୁବନେଶ୍ୱର ଇନ୍ଫୋସିଟି ଥାନା ଅଂଚଳରେ ଥିବା ସାଇ ମନ୍ଦିର ପାଚେରି ଉଚ୍ଛେଦ । ଜବରଦଖଲ ଉଚ୍ଛେଦ ଅଭିଯୋଗରେ ମନ୍ଦିରର ପାଚେରି ଉଚ୍ଛେଦ କରାଯାଇଛି । ଏହି ଉଚ୍ଛେଦ କାର୍ଯ୍ୟରେ ଭୁବନେଶ୍ୱର ମହାନଗର ନିଗମ ଏବଂ ବିଡିଏ ସ୍କ୍ୱାଡ ସାମିଲ ହୋଇଛନ୍ତି । ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ଆଶଙ୍କାରେ ଘଟଣାସ୍ଥଳରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
BREAKING NEWS
- Mufti Noor Ahmad Noor: ନୂଆଦିଲ୍ଲୀରେ ଆଫଗାନ ଦୂତାବାସର ଦାୟିତ୍ୱ ନେବେ ତାଲିବାନ ରାଜଦୂତ
- ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି ବେଳେ ଧରାପଡ଼ିଲେ ସ୍କୁଲ ପିଅନ;ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ
- କେଳୁଚରଣ କୀର୍ତ୍ତି ଶତକମ୍ ଉଦ୍ଯାପିତ; ଫଟୋଚିତ୍ର ପ୍ରଦର୍ଶନୀରେ ଛାତ୍ରଛାତ୍ରୀ ଏବଂ ଓଡ଼ିଶୀ ଗବେଷକଙ୍କ ଭିଡ଼
- International Buddhist Conference: ହୀରକ ତ୍ରିଭୁଜରେ ଆୟୋଜିତ ହେବ ଗୁରୁ ପଦ୍ମସମ୍ଭବ ପ୍ରାର୍ଥନା ସମାରୋହ;ଜାନୁଆରୀ ୧୧ ରୁ ୧୬ ତାରିଖ…
- କେନ୍ଦ୍ର ପ୍ରାକ୍-ବଜେଟ୍ ପରାମର୍ଶ ବୈଠକ; ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ
- ମେଗା ‘ଶିଶିର ସରସ-୨୦୨୬’ ଉଦ୍ଘାଟିତ; ସ୍ଥାନୀୟ ଉତ୍ପାଦ କ୍ରୟ କରି ‘ଭୋକାଲ୍ ଫର୍ ଲୋକାଲ୍’କୁ ସାକାର କରିବାକୁ ଆହ୍ୱାନ
- Ayodhya Ram Mandir: ରାମ ମନ୍ଦିରରେ ନମାଜ ପାଠ କରିବାକୁ ଚେଷ୍ଟା; କାଶ୍ମୀରୀ ବ୍ୟକ୍ତି ଅଟକ
- ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍-୨୦୨୬: ବନ୍ୟଜନ୍ତୁ ସୁରକ୍ଷା ପାଇଁ ଦୌଡ଼ିଲେ ୫ ହଜାର ୫୦୦ରୁ ଅଧିକ ପ୍ରତିଯୋଗୀ
- ସୋମନାଥ ସ୍ୱଭିମାନ ପର୍ବ ଅବସରରେ ସ୍ୱର୍ଣ୍ଣାଭ ବେଳାଭୂମିରେ ପ୍ରଭୁ ଶିବଙ୍କ ବିରାଟ ପ୍ରତିକୃତି
- Arms consignment seized:ଗଣତନ୍ତ୍ର ଦିବସ ପୂର୍ବରୁ ବଡ଼ ଆତଙ୍କବାଦୀ ଯୋଜନା ପଣ୍ଡ; ପାକ୍ ଡ୍ରୋନ ଦ୍ୱାରା ଆସିଥିବା ଅସ୍ତ୍ରଶସ୍ତ୍ର ଜବତ
Comments are closed.