Latest Odisha News

BREAKING NEWS

Browsing Tag

Bda

ରାଜଧାନୀର ସରକାରୀ କ୍ୱାର୍ଟର ପରିସରରେ ଥିବା ମନ୍ଦିର ଭାଙ୍ଗିବାକୁ ବିଡିଏକୁ ହାଇକୋର୍ଟଙ୍କ ଅନୁମତି

କଟକ: ଭଙ୍ଗା ହେବ ସରକାରୀ କ୍ୱାର୍ଟର ପରିସରରେ ଥିବା ମନ୍ଦିର । ଏନେଇ ଓଡ଼ିଶା ହାଇକୋର୍ଟ, ବିଡିଏକୁ ଅନୁମତି ଦେଇଛନ୍ତି । ରାଜଧାନୀ ଭୁବନେଶ୍ୱରର ୟୁନିଟ୍-୩ ଖାରବେଳ ନଗର ଥାନା ଅନ୍ତର୍ଗତ ଏକ ସରକାରୀ କ୍ୱାର୍ଟର ପରିସରରେ ଥିବା ମାଆ ତାରିଣୀ ମନ୍ଦିର ଭାଙ୍ଗିବାକୁ ହାଇକୋର୍ଟ ଅନୁମତି ଦେଇଛନ୍ତି…

ହକି ପାଇଁ ବିଡିଏ ଗଠନ କଲା ୧୭ଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍, ଜାନୁଆରୀ ପହିଲାରୁ ତନାଘନା

ଭୁବନେଶ୍ୱର: ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱର ସଜ୍ଜେଇ ହେଉଛି । ସହରକୁ ସରସ ସୁନ୍ଦର କରିବାକୁ ବିଏମସି ସହ ଅଣ୍ଟା ଭିଡ଼ିଛି ବିଡିଏ । ବିଶେଷ କରି ବିଶ୍ୱକପ୍ ହକି ସମୟରେ ରାସ୍ତାକଡ଼ରେ ଉଠା ଦୋକାନ, ରାସ୍ତା ଉପରେ ଯେଭଳି ଗାଡ଼ି ପାର୍କିଂ ନ ହେବ ସେଥିପ୍ରତି ବିଡିଏ ଦୃଷ୍ଟି ଦେଇଛି ।…

ବିଡିଏର ସାଧାରଣ ବୈଠକ: କ୍ରୀଡ଼ା, ଆବାସ, ବ୍ୟବସାୟ ଭିତ୍ତିଭୂମିକୁ ଗୁରୁତ୍ବ

ବ୍ରହ୍ମପୁର: ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ସାଧାରଣ ପରିଷଦ ବୈଠକ ସମ୍ମିଳନୀ କକ୍ଷରେ ଶନିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବ୍ରହ୍ମପୁର, ଗୋପାଳପୁର ଏବଂ ଛତ୍ରପୁରର ଅନେକ ବିକାଶମୂଳକ ପ୍ରକଳ୍ପ ସଂପର୍କରେ ଆଲୋଚନା ହୋଇଥିଲା । ବିଶେଷକରି କ୍ରୀଡ଼ା, ଆବାସ ଏବଂ…

ଇନ୍‌ଫୋସିିଟି ସାଇ ମନ୍ଦିର ପାଚେରି ଭାଙ୍ଗିଲା ବିଡିଏ

ଭୁବନେଶ୍ୱର: ଭୁବନେଶ୍ୱର ଇନ୍‌ଫୋସିଟି ଥାନା ଅଂଚଳରେ ଥିବା ସାଇ ମନ୍ଦିର ପାଚେରି ଉଚ୍ଛେଦ । ଜବରଦଖଲ ଉଚ୍ଛେଦ ଅଭିଯୋଗରେ ମନ୍ଦିରର ପାଚେରି ଉଚ୍ଛେଦ କରାଯାଇଛି । ଏହି ଉଚ୍ଛେଦ କାର୍ଯ୍ୟରେ ଭୁବନେଶ୍ୱର ମହାନଗର ନିଗମ ଏବଂ ବିଡିଏ ସ୍କ୍ୱାଡ ସାମିଲ ହୋଇଛନ୍ତି । ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି…

ଅକ୍ଟୋବର ୧୫ ସୁଦ୍ଧା ପ୍ରସ୍ତୁତ ହେବ ରାଜଧାନୀର ଖଣ୍ଡଗିରି ବସ୍ ରହଣି ସ୍ଥଳ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଆସନ୍ତା ସପ୍ତାହକ ମଧ୍ୟରେ ଖଣ୍ଡଗିରି ବସ୍ ରହଣି ସ୍ଥଳ ତିଆରି କାମ ଶେଷ କରିବେ । ଆସନ୍ତା ଅକ୍ଟୋବର ୧୫ ତାରିଖ ସୁଦ୍ଧା ବିଡିଏ ଓଏସ୍‌ଆରଟିସିକୁ ଏହାକୁ ହସ୍ତାନ୍ତର କରିବ । ବରମୁଣ୍ଡାରେ ଏକ ଆନ୍ତଃରାଜ୍ୟବସ ଟର୍ମିନାଲ କାମ ଆରମ୍ଭ ହେବ ।…

ଆଜିଠୁ ସିଲ୍ ହେବ ଭୁବନେଶ୍ୱରର ୧୬ଟି କଲ୍ୟାଣ ମଣ୍ଡପ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଏକ ମିଳିତ ସ୍କ୍ୱାଡ ସୋମବାର ଦିନ ଗାଇଡଲାଇନର ଉଲଘଂନ କରିଥିବା ଦର୍ଶାଇ ପ୍ରାୟ ୧୬ଟି କଲ୍ୟାଣ ମଣ୍ଡପକୁ ସିଲ୍ କରିବା ଆରମ୍ଭ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ବିଡିଏର ବରିଷ୍ଠ ଅଧିକାରୀ…

ଏବେ ରଙ୍ଗବେରଙ୍ଗ ଲତାରେ ସଜେଇ ହେବ ଭୁବନେଶ୍ୱର

ଭୁବନେଶ୍ୱର: ଏବେ ଲତାରେ ସଜେଇହେବ ଭୁବନେଶ୍ୱର । ଖୁବଶୀଘ୍ର ଫ୍ଲାଇ ଓଭର୍ ତଳେ ଶୋଭାପାଇବାକୁ ଯାଉଛି ଫୁଲ ନଥିବା ଗଛ ଏବଂ ଆଳଂକାରିକ ତଥା ଦେଶୀ ଲତା । ସାରା ଭୁବନେଶ୍ୱରର ଭୁଚିତ୍ରକୁ ଏହିପ୍ରକାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା କରିବାର ପ୍ରୟାସ କରୁଛି ଭୁୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ ଏବଂ…

ବେଆଇନ୍ ପାର୍କିଂ ଫି ଆଦାୟ ନେଇ ରାଜଧାନୀର ୧୩ ପ୍ରତିଷ୍ଠାନକୁ ବିଡିଏର ନୋଟିସ୍

ଭୁବନେଶ୍ୱର: ବେଆଇନ୍ ପାର୍କିଂ ଫି ଆଦାୟ କରୁଥିବା ନେଇ ସହରର ୩ଟି ହସ୍ପିଟାଲ ସହ ୧୩ଟି ବ୍ୟବସାୟ ପ୍ରତିଷ୍ଠାନକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଉକ୍ତ ହସ୍ପିଟାଲ୍ ଓ ପ୍ରତିଷ୍ଠାନ ମଧ୍ୟରେ ରହିଛି- ଆପୋଲୋ ହସ୍ପିଟାଲ୍ କଳିଙ୍ଗ…

ସପିଂ ମଲ, ହସ୍ପିଟାଲ ଓ ବ୍ୟାବସାୟିକ ପ୍ରତିଷ୍ଠାନରେ ପାର୍କିଂ ଫି ଆଦାୟ ବେଆଇନ: ବିଡିଏ

ଭୁବନେଶ୍ୱର: ଆଉ ଦେବାକୁ ପଡ଼ିବ ନାହିଁ ପାର୍କିଂ ଫି। ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ସିନେମା ହଲ୍ ଓ ଆପାର୍ଟମେଣ୍ଟ ଆଦିରେ ଆଦାୟ ହେଉଥିବା ପାର୍କିଂ ଫି’କୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ (ବିଡିଏ) । ଏନେଇ…