ବ୍ରହ୍ମପୁର : ଦୁର୍ଗାପୂଜା ଅବସରରେ ବିଭିନ୍ନ ମିଠା ଦୋକାନ ବୁଲୁଛନ୍ତି ଫୁଡ୍ ସେଫଟି ଅଫିସର ମାନେ । ବ୍ରହ୍ମପୁର ମ୍ୟୁନିସପାଲଟି କର୍ପୋରେସନ ତରଫରୁ ଆଜି ବ୍ରହ୍ମପୁର ସହରର ବିଭିନ୍ନ ମିଠା ଦୋକାନ ବୁଲି ଦେଖିଥିଲା ଟିମ୍ । ପୂରୁଣା ମିଠା ଓ କ୍ୱାଲିଟି କମ୍ ଥିବା ମିଠା ଗୁଡିକୁ ଏହି ଅଫିସର ମାନେ ତର୍ଜମା କରିବା ସହ ଖରାପ ମିଠା ବିକୁଥିବା ଦୋକାନୀଙ୍କୁ ତାଗିଦ କରିବା ସହ ନୋଟିସ ଜାରି କରିଛନ୍ତି। ଏହି ସମୟରେ ମିଠା କିଣିବା ପାଇଁ ଦୋକାନ ଗୁଡିକରେ ଗ୍ରାହକ ମାନଙ୍କ ଭିଡ ଜମୁଥିବା ବେଳେ। ମିଠା ଦୋକାନ ଗୁଡିକ ଉପରେ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ ଟିମ୍ ।
BREAKING NEWS
- ପଡିଲା ପ୍ରଭାବ; ପିଏମ ମୋଦୀଙ୍କୁ ଭେଟିଲା ପରେ ୧୪ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ଶ୍ରୀଲଙ୍କା
- ୱାକଫ ବିଲ୍ ସମର୍ଥନ ନେଇ ବିଜେଡି ସୁପ୍ରିମୋଙ୍କୁ ନରସିଂହଙ୍କ ଟାର୍ଗେଟ, ବାହ୍ୟ ଶକ୍ତି କଥା କହି ପ୍ରସନ୍ନ କଲେ ସନ୍ଦେହ
- ସର୍ବଭାରତୀୟ ପୋଲିସ ହକି ଚମ୍ପିଆନସିପ୍ ୨୦୨୫ର “ଲୋଗୋ ଏବଂ ମାସ୍କଟ-ଆଶା” ଲୋକାର୍ପିତ
- ବିଜେଡି ସଫା ହୋଇଯିବ, ପରୋକ୍ଷରେ ପାଣ୍ଡିଆନଙ୍କ ନେତୃତ୍ୱକୁ ଟାର୍ଗେଟ କଲେ ବଳଭଦ୍ର ମାଝୀ
- ପୁଣି ଖସିଲା ସୁନା ଦର, ଆସନ୍ତା ସପ୍ତାହରେ ଏତେ ଟଙ୍କା କମିବ
- ଟ୍ରମ୍ପ୍ଙ୍କ ବିରୋଧରେ ବଡ଼ ବିକ୍ଷୋଭ, ଆଗକୁ ହୋଇପାରେ ବଡ଼ ଚ୍ୟାଲେଞ୍ଜ
- ବିଜେଡିରେ କନ୍ଦଳ ବେଳେ ନବୀନଙ୍କୁ “ଚୁପ୍ ସୈତାନ୍” କହି କଟାକ୍ଷ କଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ
- ୧୧ଦିନ ହେଲା ଜଳୁଛି ଜମ୍ମୁ-କାଶ୍ମୀର; ଆହୁରି ଏପ୍ରିଲ ୧୦ ଯାଏଁ ବନାଗ୍ନି ଆଲର୍ଟ
- ‘କାହିଁକି ଇଂରାଜୀ ଭାଷା ବ୍ୟବହାର କରୁଛ?’ କଡ଼ା ପ୍ରଶ୍ନ କଲେ ପ୍ରଧାନମନ୍ତ୍ରୀ
- ସିପିଆଇ(ଏମ)ର ନୂତନ ସାଧାରଣ ସମ୍ପାଦକ ଭାବେ ଏମଏ ବେବି ନିର୍ବାଚିତ
Comments are closed.