Latest Odisha News

ଇଣ୍ଟର୍‌ନ୍ୟାସନାଲ୍‌ ଡେ ଫର୍ ଡିଜାଷ୍ଟର ରିଡକ୍ସନ୍; ଜାଣନ୍ତୁ କାହିଁକି ପାଳନ ହୁଏ ଏହି ଦିନ

ଗଛ କାଟିବା, ମୃତ୍ତିକା କ୍ଷୟ, ଜଳ ଏବଂ ବାୟୁ ପ୍ରଦୂଷଣ ସବସବୁବେଳେ ଆମକୁ ବିପଦରେ ପକାଉଛି। ଲୋକମାନଙ୍କୁ ଏହା ବିଷୟରେ ଅବଗତ କରାଇବା ପାଇଁ ପ୍ରତିବର୍ଷ ୧୩ ଅକ୍ଟୋବରରେ ଆନ୍ତର୍ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ହ୍ରାସ ଦିବସ ପାଳନ କରାଯାଏ।

ଏହା ୨୦୦୯ ମସିହାରେ ଆରମ୍ଭ ହୋଇଥିଲା। ମିଳିତ ଜାତିସଂଘ ସାଧାରଣ ସଭାରେ ଅକ୍ଟୋବର ମାସ ଦ୍ୱିତୀୟ ବୁଧବାର ଦିନ ପ୍ରାକୃତିକ ବିପର୍ଯ୍ୟୟକୁ ଦୂର କରିବା ପାଇଁ ଏହି ଦିନ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ପରେ ଏଥିରେ ସଂଶୋଧନ କରାଯାଇ ପ୍ରତିବର୍ଷ ଅକ୍ଟୋବର ୧୩ ତାରିଖରେ ପାଳନ କରିବାକୁ ନିଷ୍ପତ୍ତି ନିଆଗଲା।

Comments are closed.