Latest Odisha News

BREAKING NEWS

ଆଇପିଏଲ ୨୦୨୧ ଅଙ୍କକଷା ଆରମ୍ଭ : ଆସନ୍ତୁ ଜାଣିବା କେଉଁ ଖେଳାଳି ରହିଲେ କିଏ ବିଦା ହେଲେ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୧ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଷ୍ଟିଭ ସ୍ମିଥ, ଲସିଥ ମାଲିଙ୍ଗା, ଗ୍ଲେନ ମ୍ୟାକ୍ସୱେଲ ପରି ଖେଳାଳି ସେମାନଙ୍କ ଦଳ ପାଇଁ ଅଲୋଡା ହୋଇ ପଡିଛନ୍ତି । ୮ଟି ଯାକ ଫ୍ରାଂଚାଇଜ ଦଳ କେଉଁ ଖେଳାଳିଙ୍କୁ ଦଳରେ ରଖିଛନ୍ତି ଓ କାହାକୁ ବିଦା କରିଛନ୍ତି ଆସନ୍ତୁ ତାହା ଜାଣିବା ।

ମୁମ୍ବାଇ ଇଣ୍ଡିଆନ୍ସ
କାହାକୁ ରଖିଲା– ରୋହିତ ଶର୍ମା, କିରନ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, ଟ୍ରେଣ୍ଟ ବୋଲ୍ଟ, କ୍ୱିଣ୍ଟନ ଡି’କକ, ସୂର୍ଯ୍ୟ କୁମାର ଯାଦବ, ଯଶପ୍ରୀତ ବୁମରାହ, ରାହୁଲ ଚହର, ଈଶାନ କିଷନ, କୃଣାଳ ପାଣ୍ଡ୍ୟା, କ୍ରିସ ଲିୟନ, ଧୱଲ କୁଲକର୍ଣ୍ଣି, ଅଙ୍କୁଲ ରୟ, ମୋହସିନ ଖାନ, ଆଦିତ୍ୟ ତାରେ, ସୌରଭ ତିୱାରୀ, ଜୟନ୍ତ ଯାଦବ ଓ ଅନମୋଲପ୍ରୀତ ସିଂହ।
ବିଦା ହେଲେ-ଲସିଥ ମାଲିଙ୍ଗା, ନେଥନ କୁଲଟର, ଜେମ୍ସ ପାଟିନସନ, ରଥରଫୋର୍ଡ, ମିଚେଲ ମ୍ୟାଘ୍ଲେନ, ପ୍ରିନ୍ସ ବଲୱନ୍ତ ରାୟ ଓ ଦିଗବିଜୟ ଦେଶମୁଖ।
ଚେନ୍ନାଇ ସୁପର କିଙ୍ଗସ
କାହାକୁ ରଖିଲା– ମହେନ୍ଦ୍ର ସିଂହ ଧୋନି, ରବୀନ୍ଦ୍ର ଜାଡେଜା, ସୁରେଶ ରାଇନା, ଡୁ ପ୍ଲେସିସ୍, ସାମ କରାନ, ଡ୍ୱେନ୍ ବ୍ରାଭୋ, ଜୋଶ ହେଜେଲଉଡ, ଅମ୍ବାତି ରାୟୁଡୁ, ଲୁଙ୍ଗି ଏନ୍ଗିଡି, କରନ ଶର୍ମା, ମିଚେଲ ସାଣ୍ଟନର, ଶାର୍ଦ୍ଦୁଲ ଠାକୁର, ଋତୁରାଜ ଗାଏକ୍ୱାଡ, ଏନ ଜଗଦୀଶନ, ଇମ୍ରାନ ତାହିର, ଦୀପକ ଚହର, କେଏମ ଅସିଫ ଓ ଆର ସାଈ କିଶୋର।
ବିଦା ହେଲେ-ପୀୟୂଷ ଚାୱଲା, କେଦାର ଯାଦବ, ମୁରଲୀ ବିଜୟ, ହରଭଜନ ସିଂହ, ମୋନୁ କୁମାର ସିଂହ ଓ ଶେନ ୱାଟସନ।

ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର                                                                                                    କାହାକୁ ରଖିଲା-ବିରାଟ କୋହଲି, ଏବି ଡିଭିଲିୟର୍ସ, ୟୁଜଭେନ୍ଦ୍ର ଚହଲ, ଦେବଦତ୍ତ ପାଡ୍ଡିକଲ, ୱାଶିଂଟନ ସୁନ୍ଦର, ମହମ୍ମଦ ସିରାଜ, ନଭଦୀପ ସାଇନି, ଆଡାମ ଜାମ୍ପା, ଶାହାବାଜ ଅହମଦ, ଜୋଶ ପିଲ୍ପି, କେନ ରିଚାର୍ଡସନ ଓ ପବନ ଦେଶପାଣ୍ଡେ
ବିଦା ହେଲେ – ମୋଇନୀ ଅଲୀ, ଶିବମ ଦୁବେ, ଗୁରକୀରତ ସିଂହ ମାନ, ଆରୋନ ଫିଞ୍ଚ, କ୍ରିସ ମୋରିସ, ପୱନ ନେଗୀ, ପାର୍ଥୀବ ପଟେଲ, ଡେଲ ଷ୍ଟେଇନ, ଇଶ୍ରୁ ଉଦାନା ଓ ଉମେଶ ଯାଦବ।
କୋଲକାତା ନାଇଟ ରାଇଡର୍ସ
କାହାକୁ ରଖିଲା-ଇଓନ ମୋର୍ଗାନ, ଆନ୍ଦ୍ରେ ରସେଲ, ଦୀନେଶ କାର୍ତ୍ତିକ, କମଲେଶ ନାଗରକୋଟି, କୁଲଦୀପ ଯାଦବ, ଲକି ଫର୍ଗୁସନ, ନୀତୀଶ ରାଣା, ପ୍ରସିଦ୍ଧ କ୍ରିଷ୍ଣା, ରିଙ୍କୁ ସିଂହ, ସନ୍ଦୀପ ୱାରିୟର, ଶିବମ ମାଭି, ଶୁବମନ ଗିଲ, ସୁନୀଲ ନାରିନ, ପ୍ୟାଟ କମିନ୍ସ, ରାହୁଲ ତ୍ରିପାଠୀ, ବରୁଣ ଚକ୍ରବର୍ତ୍ତୀ ଓ ଟିମ ସୈଫର୍ଟ।
ବିଦା ହେଲେ-ଟମ ବାଣ୍ଟନ, କ୍ରିସ ଗ୍ରୀନ, ସିର୍ଦ୍ଧାଥ ଲାଡ, ନିଖିଲ ନାଏକ, ଏମ ସିର୍ଦ୍ଧାଥ ଓ ହ୍ୟାରି ଗୁରନେ।
କିଙ୍ଗସ ଏକାଦଶ ପଞ୍ଜାବ
କାହାକୁ ରଖିଲା-କେଏଲ ରାହୁଲ, କ୍ରିସ ଗେଲ, ନିକୋଲ୍ସ ପୁରାନ, ମହମ୍ମଦ ଶାମି, କ୍ରିସ ଜୋର୍ଡାନ, ମନଦୀପ ସିଂହ, ମୟଙ୍କ ଅଗ୍ରୱାଲ, ରବି ବିଷ୍ଣୋଇ, ପି ସିଂହ, ଦୀପକ ହୁଡ୍ଡା, ସର୍ଫରାଜ ଖାନ, ଅର୍ଶଦୀପ ସିଂହ, ମୁରଗାନ ଅଶ୍ୱିନ, ଦର୍ଶନ ନଲକାଣ୍ଡେ, ଈଶାନ ପରୋଲେ ଓ ହରପ୍ରୀତ ବରାର।
ବିଦା ହେଲେ -ଗ୍ଲେନ ମ୍ୟାକ୍ସୱେଲ, ଶେଲଡର କଟ୍ରେଲ, କ୍ରିଷ୍ଣାପ୍ପା ଗୌତମ, ମୁଜୀବ ଉର ରହମଣ, ଜେମ୍ସ ନୀଶମ, ହାର୍ଡୁସ ବିଲଜୋନ, କରୁଣ ନାୟର, ଜେ ସୁଚିତ ଓ ତଜିନ୍ଦର ସିଂହ।
ସନ ରାଇଜର୍ସ ହାଇଦ୍ରାବାଦ
କାହାକୁ ରଖିଲା: ପ୍ରିୟମ ଗର୍ଗ, ଅଭିଷେକ ଶର୍ମା, ଅବଦୁଲ ସାମଦ, ଡାଭିଡ ୱାର୍ଣ୍ଣର, ମହମ୍ମଦ ନାବି, ମିଚେଲ ମାର୍ଶ, କେନ ୱିଲିୟମସନ, ରିଦ୍ଧିମାନ ସାହ, ମନୀଷ ପାଣ୍ଡେ, ଜନ୍ନି ବେୟାରଷ୍ଟୋ, ଶ୍ରୀବତ୍ସ ଗୋସ୍ୱାମୀ, ଶାହବାଜ ନଦୀମ, ଭୁବନେଶ୍ୱର କୁମାର, ସିର୍ଦ୍ଧାଥ କୌଲ, ସନ୍ଦୀପ ଶାର୍ମ, ବିଜୟ ଶଙ୍କର, ବିରାଟ ସିଂହ, ବସିଲ ଥାମ୍ପି, ରସିଦ ଖାନ, ଟି ନଟରାଜନ ଓ ଖଲୀଲ ଅହମ୍ମଦ।
ବିଦା ହେଲେ -ଆର ସଞ୍ଜୟ ଯାଦବ, ବି ସନ୍ଦୀପ, ବିଲ୍ଲୀ ଷ୍ଟାଙ୍କଲେକ, ଫାବିନ ଆଲେନ ଓ ପୃଥ୍ୱୀ ରାଜ।
ଦିଲ୍ଲୀ କ୍ୟାପିଟାଲ୍ସ
କାହାକୁ ରଖିଲା-ଶିଖର ଧୱନ, କାଗିସୋ ରାବଡା, ପୃଥ୍ୱୀ ଶ’, ଅଜିଙ୍କ୍ୟ ରାହଣେ, ଋଷଭ ପନ୍ତ, ଶ୍ରେୟସ ଆୟର, ଅନରିଚ୍ ନୋର୍ଜେ, ମାର୍କସ ଷ୍ଟୋଇନିସ, ଶିମରନ ହେଟମେୟର, ଅକ୍ଷର ପଟେଲ, ଅମିତ ମିଶ୍ରା, ଈଶାନ୍ତ ଶର୍ମା, ରବି ଅଶ୍ୱିନ, ଲଳିତ ଯାଦବ, ହର୍ଷ ପଟେଲ, କ୍ରିସ ୱକ୍ସ, ଡି ସାମ୍ସ, ଅଭେଶ ଖାନ ଓ ପ୍ରବୀଣ ଦୁବେ।
ବିଦା ହେଲେ -ମୋହିତ ଶର୍ମା, କେମୋ ପଲ, ସନ୍ଦୀପ ଲାମିଚେନ, ଆଲେକ୍ସ କେରୀ, ଜେସନ ରୟ ଓ ତୁଷାର ଦେଶପାଣ୍ଡେ।

ରାଜସ୍ଥାନ ରୟାଲ୍ସ
କାହାକୁ ରଖିଲା: ସଞ୍ଜୁ ସାମସନ, ବେନ ଷ୍ଟୋକ୍ସ, ଜୋଫ୍ରା ଆର୍ଚ୍ଚର, ଜୋସ ବଟଲର, ରିୟାନ ପରା. ଶ୍ରେୟାଶ ଗୋପାଳ, ରାହୁଲ ତେୱାଟିଆ, ମହୀପାଲ ଲୋର୍ମର, କାର୍ତିକ ତ୍ୟାଗୀ, ଆଣ୍ଡ୍ରେ ଟାଇ, ଜୟଦେବ ଉନାଡକଟ, ମୟଙ୍କ ମାର୍କଣ୍ଡେ, ଯଶସ୍ୱ ଜୈସୱାଲ, ଅଞ୍ଜୁ ରାୱତ, ଡାଭିଡ ମିଲର, ମାମନ ଭୋରା, ରବିନ ଉଥପ୍ପା ।
ବିଦା ହେଲେ: ଷ୍ଟିଭ ସ୍ମିଥ, ଅଙ୍କିତ ରାଜପୁତ, ଓଶାନେ ଥମାସ, ଆକାଶ ସିଂ,ବରୁଣ ଆରୋନ, ଟମ କୁରାନ, ଅନିରୁଦ୍ଧ ଯୋଶୀ, ଶଶାଙ୍କ ସିଂ

Leave A Reply

Your email address will not be published.