Latest Odisha News

BREAKING NEWS

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ, ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର: ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ସର୍ବେଶ୍ୱର ସେନାପତିଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ବୁଧବାର ଦିନ ତାଙ୍କ ଘରେ ଚଢାଉ କରିଛି ।

BjdElectrycity

ମିଳିଥିବା ସୂଚନା ଅନୁଯାୟୀ ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଣ୍ଟି-କରପର୍ସନ ଅଧିକାରୀମାନେ ୫ଟି ସ୍ଥାନରେ ଚଢାଉ କରିଛନ୍ତି । ଏପରିକି ସମ୍ପୃକ୍ତ ଯନ୍ତ୍ରୀଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ଘର,ବାଲେଶ୍ୱରର ଭାସ୍କରଗଞ୍ଜରେ ଥିବା ଘର, ଶ୍ୱଶୁର ଘର ଏବଂ ଭୁବନେଶ୍ୱରରେ ଥିବା ଫ୍ଲାଟରେ ମଧ୍ୟ ଚଢାଉ କରିଛି।

ତେବେ ତାଙ୍କ ମୋଟ୍ ସମ୍ପତ୍ତି ଆକଳନ କରାଯାଇପାରିନଥିବା ବେଳେ ଶେଷ ରିପୋର୍ଟ ଲେଖାଯିବା ବେଳକୁ ଏହି ଚଢାଉ କାର‌୍ୟ୍ୟ ଜାରି ରହିଛି ।

Leave A Reply

Your email address will not be published.