Latest Odisha News

BREAKING NEWS

ଦେଖନ୍ତୁ, ସାଧାରଣତନ୍ତ୍ର ଦିବସ ଅବସରରେ ୧୭ ହଜାର ଫୁଟ ଉଚ୍ଚରେ ତ୍ରିରଙ୍ଗା ଉଡାଇଲେ ଭାରତୀୟ ଯବାନ

ଲେହ: ବିଶ୍ୱର ସର୍ବୋଚ୍ଚ ଲୋକତନ୍ତ୍ର ଦେଶ ଭାରତ ଉତ୍ସାହ ଉଦ୍ଦୀପନାର ସହ ପାଳନ କରୁଛି ଗଣତନ୍ତ୍ରର ମହାପର୍ବ।

ଏହିପାରିପେକ୍ଷିରେ ଭାରତ-ତିବତ ସୀମା ପୋଲିସ (ଆଇଟିବିପି)ର ଯବାନ ୧୭ ହଜାର ଫୁଟ ଉଚ୍ଚତାରେ ତ୍ରିରଙ୍ଗା ଉଡାଇ ଜାତୀୟ ସଙ୍ଗୀତ ଗାନ କରିଛନ୍ତି।


ପ୍ରାପ୍ତ ସୂଚନା ଅନୁସାରେ, ଆଇଟିବିପିର ଯବାନ ଲଦ୍ଦାଖରେ -୨୦ ଡିଗ୍ରୀ ସେଲସିଅସ ତାପମାତ୍ରାରେ ୧୭ହଜାର ଫୁଟ ଉଚ୍ଚରୁ ତ୍ରିରଙ୍ଗା ଉଡ଼ାଇଛନ୍ତି।

ଭାରତୀୟ ବୀରଙ୍କ ବିରତ୍ୱର ଗାଥା ଏଇଠି ସାରିଯାଇ ନାହିଁ ।

ରାଜଧାନୀର ଦିଲ୍ଲୀର ରାଜପଥରୁ ସମ୍ପୂର୍ଣ୍ଣ ବିଶ୍ଵ ଦେଖିଛି ଭାରତର ସୈନ୍ୟ ଶକ୍ତି ଏବଂ ସମୃଦ୍ଧ ସଂସ୍କୃତିର ଝଲକ ।

Leave A Reply

Your email address will not be published.