Latest Odisha News

BREAKING NEWS

ନ୍ୟୁଜିଲାଣ୍ଡ-ଆଫଗାନିସ୍ତାନ ମ୍ୟାଚ ନେଇ ଆସନ୍ତୁ ଜାଣିବା କଣ କହିଲେ ଜାଡେଜା

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟରେ ଭାରତର ଭାଗ୍ୟ ସମ୍ପୂର୍ଣ୍ଣ ଭାବେ ନ୍ୟୁଜିଲାଣ୍ଡ ପରାଜୟ ଉପରେ ନିର୍ଭର କରୁଛି । ଯଦି ଆଫଗାନିସ୍ତାନ ଏହି ମ୍ୟାଚରେ ବିଜୟ ହେଲେ ଭାରତ ସେମିରେ ପ୍ରବେଶ କରିବ । ସ୍କଟଲାଣ୍ଡକୁ ହରାଇବା ପରେ ରବୀନ୍ଦ୍ର ଜାଡେଜାଙ୍କୁ ଏହି ମ୍ୟାଚ ସମ୍ପର୍କରେ ପଚରାଯିବାରୁ ସେ ମଜାକିଆ ଢ଼ଙ୍ଗରେ ଉତର ଦେଇଥିଲେ ।

BjdElectrycity

ଜାଡେକା କହିଥିଲେ, ଆଫଗାନିସ୍ତାନ ଯଦି ହାରିଯିବ ତାହା ହେଲେ ବ୍ୟାଗ ପ୍ୟାକ କରିବୁ ଆଉ ଘରକୁ ଫେରି ଆସିବୁ । ତାଙ୍କର ଏହି ଉତରରେ ସେଠାରେ ଉପସ୍ଥିତ ସମସ୍ତ ପତ୍ରକାର ହସିଥିଲେ । ସୂଚନାଯୋଗ୍ୟ, ସ୍କଟଲାଣ୍ଡ ବିପକ୍ଷରେ ଜାଡେଜା ଚମତ୍କାର ବୋଲିଂ ପ୍ରଦର୍ଶନ କରି ୪ ଓଭରରେ ୩ଟି ଉଇକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.