Latest Odisha News

BREAKING NEWS

ବୈତରଣୀରେ କୁମ୍ଭୀର ଆତଙ୍କ

ଯାଜପୁର : ଯାଜପୁର ଜିଲ୍ଲା ବୈଚରଣୀ ନଦୀରେ କୁମ୍ଭୀର ଆତଙ୍କ । ମଇଁଷିକୁ ପାଣି ଭିତରକୁ  ଟାଣିନେଲା କୁମ୍ଭୀର । ଦଶରଥପୁର ବ୍ଲକ ଅନ୍ତର୍ଗତ କୟାଁ ଅଞ୍ଚଳ ରେ ଏଭଳି ଘଟଣା ଘଟିଛି । ଯାହାକୁ ନେଇ ସ୍ଥାୟୀୟ ଅଞ୍ଚଳ ବାସୀ ଭୟଭୀତ ହୋଇପଡ଼ିଛନ୍ତିା

କୟାଁ ପଞ୍ଚାୟତ ଇଚ୍ଚାପୁର ନିକଟରେ କୁମ୍ଭୀର ଟି ନଦୀ କୂଳରେ ଚରୁଥିବା ମଇଁଷିକୁ ଟାଣିନେଇଯାଇଥିଲ।। ଗତ କିଛି ଦିନ ତଳେ କୁମ୍ଭୀର ଦତ୍ତପୁର ନିକଟ ନରଣପୁର ଠାରେ ମଧ୍ୟ ଏକ ଘୁଷୁରୀକୁ ଟାଣିନେଇଥିବା ଲୋକମାନେ ଦେଖିଥିଲେ।ଏଭଳି ଘଟଣା ବାରମ୍ବାର ଘଟିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.