ଜମ୍ମୁକାଶ୍ମୀର: ଜମ୍ମୁ ଏବଂ କାଶ୍ମୀରରେ ଆକ୍ରମଣ ପାଇଁ ଷଡଯନ୍ତ୍ର ରଚୁଛି ଆତଙ୍କବାଦୀ ସଂଗଠନ ଆଇଏସ୍ଆଇ । ପୁଲୱାମା ଭଳି ଆକ୍ରମଣ କରିବା ପାଇଁ ଆଇଏସ୍ଆଇ ଯୋଜନା ଚଳାଇଛି । ଏଥିପାଇଁ ସେ ସମସ୍ତ ଆତଙ୍କବାଦୀ ସଙ୍ଗଠନ ସହ ମିଶି ଏକ ଫୋର୍ସ ତିଆରି କରିଛି, ଯାହା ନାଁ ରହିଛି ଗଜନୱି ଫୋର୍ସ । ଏହି ଫୋର୍ସର ନେତୃତ୍ୱ ଜୈଶ-ଏ-ମହମ୍ମଦ ନେଇଛି ।
ଗୁଇନ୍ଦା ସୂଚନା ମୁତାବକ, ଜୈଶ, ଲସ୍କର, ହିଜବୁଲ ଏବଂ ଅଂସାର ଗଜବତ-ଉଲ-ହିନ୍ଦ ମିଶି କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରେ ଆଇଇଡି ଆକ୍ରମଣ କରିବା ନେଇ ବଡ ଧରଣର ଯୋଜନା ଚଳାଇଛନ୍ତି । ଏନେଇ ସମସ୍ତ ସେନା ଓ ସୁରକ୍ଷାକର୍ମୀଙ୍କୁ ଆଲର୍ଟ କରାଯାଇଛି ।
ଗତବର୍ଷ ଫେବୃଆରୀ ୧୪ରେ ପୁଲୱାମାରେ ସିଆର୍ପିଏଫ୍ ଗଡି ଉପରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏଥିରେ ୪୦ ଜଣ ଯବାନ ସହିଦ ହୋଇଥିଲେ ।
BREAKING NEWS
- ନନ୍ଦିଗ୍ରାମ ଉପନିର୍ବାଚନରେ ପୁଣି ନୂଆ ଟ୍ବିଷ୍ଟ, ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନ
- ୧୯ ବର୍ଷରୁ କମ କ୍ରିକେଟ: ଅଷ୍ଟ୍ରେଲିଆକୁ ହରାଇଲା ଭାରତ
- ହାଇ ରିଟର୍ଣ୍ଣର ଲୋଭ ଦେଖାଇ ଠକି ନେଇଥିଲେ ୨୫ ଲକ୍ଷ , ୩ ଭାଇ-ଭଉଣୀ ଗିରଫ
- ବହୁ ଚର୍ଚ୍ଚିତ ନିଠାରୀ ଘଟଣା: ଆତ୍ମହତ୍ୟା କଲା ସୁରେନ୍ଦ୍ର କୋଲି
- ଜାପାନରେ ଭାରତୀୟ ଆଥଲେଟ୍ଙ୍କ ରହିବା ପାଇଁ ୨,୦୦୦ ପ୍ରବାସୀ ଭାରତୀୟଙ୍କୁ ଚିହ୍ନଟ କଲା କ୍ରୀଡ଼ା ମନ୍ତ୍ରାଳୟ
- ଏସୀୟ କ୍ରୀଡ଼ା ୨୦୨୬: ଜାପାନକୁ ହରାଇ ସେମିଫାଇନାଲରେ ଭାରତୀୟ ମହିଳା କ୍ରିକେଟ ଟିମ
- ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ, କରାଯିବ କି ପୁନଃ ପରୀକ୍ଷା ?
- LIVER TRANSPLANT ପରେ କାମ କରୁନି ଫୁସଫୁସ୍ !
- ଦୁଇ ଭାଗ ହେଲା ଟିଏମସି: ଜାଣନ୍ତୁ ମମତାଙ୍କ ପାର୍ଟିକୁ ମିଳିଲା କେଉଁ ଚିହ୍ନ ଓ ନାଁ
- FILMY FRIDAY: ବକ୍ସ ଅଫିସରେ ‘ଦାୟରା’ VS ‘ଭାଇବ୍’

Comments are closed.