ନୂଆଦିଲ୍ଲୀ: କିଛିଦିନ ହେବ କୌଣସି ନା କୌଣସି କାରଣରୁ ଜାହ୍ନବୀ ଚର୍ଚ୍ଚାରେ ରହୁଛନ୍ତି। ଏବେ ଜାହ୍ନବୀଙ୍କୁ ନେଇ ଆଉ ଏକ ଖବର ଶୁଣିବାକୁ ମିଳୁଛି ଯେ ମୁମ୍ବାଇର ଜୁହୁରେ ଜାହ୍ନବୀ ଏକ ବିଳାସପୂର୍ଣ୍ଣ ଏବଂ ଦାମିକା ଘର କିଣିଛନ୍ତି। ଯାହାର ମୂଲ୍ୟ ଶୂଣିଲେ ଆପଣଙ୍କ ହୋସ୍ ଉଡିଯିବ। ସୂଚନା ଅନୁଯାୟୀ ଜାହ୍ନବୀ କିଣିଥିବା ଘରର ମୂଲ୍ୟ ୩୯ କୋଟି। ଘରଟି ତିନି ମହଲା ବିଶିଷ୍ଟ। ତାଙ୍କ ଘର ୩,୪୫୬ ବର୍ଗଫୁଟ ଉପରେ ପ୍ରସାରିତ ହୋଇରହିଛି। ଡିସେମ୍ବର ୭ ରେ ଜାହ୍ନବୀ ଏହି ଚୁକ୍ତି ଶେଷ କରିଥିଲେ। ଖବର ଅନୁଯାୟୀ ଏହି ଅଭିନେତ୍ରୀ ଘର ପାଇଁ ୭୮ ଲକ୍ଷ ଟଙ୍କା ପୂର୍ବରୁ ପୈଠ କରିସାରିଛନ୍ତି।
BREAKING NEWS
- Artemis II crew Emotional: ଜହ୍ନରେ କାନ୍ଦିଲା ମଣିଷ! କିଛି ଏମିତି ଦେଖିଲା, ଯାହା କେବେ କିଏ ଦେଖିନଥିଲେ…
- ଇସ୍ତଫା ଦେଲେ ଏୟାର ଇଣ୍ଡିଆର ସିଇଓ, ହଠାତ୍ ଏହି ବଡ଼ ନିଷ୍ପତ୍ତି ନେଲେ କାହିଁକି?
- ‘ଅମରାବତୀ’ ଏବେ ଆନ୍ଧ୍ର ପ୍ରଦେଶର ଏକମାତ୍ର ରାଜଧାନୀ
- ଓଲିଉଡର ଜଣାଶୁଣା ବରିଷ୍ଠ ଫିଲ୍ମ ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ
- Odisha Weather Update: ଆହୁରୀ ସପ୍ତାହେ କାଳବୈଶାଖୀ ଆଶଙ୍କା, ୨୦ ଜିଲ୍ଲାକୁ ଝଡବର୍ଷା ସତର୍କତା
- ଗୋରୁ ମାଫିଆଙ୍କ ୮ଟି ସ୍ଥାନରେ ପୋଲିସର ଚଢ଼ାଉ, ୨୦ ଲକ୍ଷ ନଗଦ ଟଙ୍କା ଜବତ
- ରାତି ୮ଟା ଯାଏଁ ଡେଡଲାଇନ୍ ଦେଲେ ଟ୍ରମ୍ପ… ଚୁକ୍ତି ଚୂଡ଼ାନ୍ତ ନହୁଏ ତେବେ ଇରାନରେ କ’ଣ ହେବ?
- କୁଏତ ଏୟାରବେସ ଉପରେ ଇରାନର ଆକ୍ରମଣ, ୧୫ ଆମେରିକୀୟ ଆହତ
- ୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ;ଉଚ୍ଚଶିକ୍ଷା ମନ୍ତ୍ରୀ ଜଣାଇଲେ ଅଭିନନ୍ଦନ
- Financial literacy: ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢିବେ ଆର୍ଥିକ ସାକ୍ଷରତା ପାଠ;ସ୍ବତନ୍ତ୍ର ପ୍ରଶିକ୍ଷଣ ନେବେ ଶିକ୍ଷକ-ଶିକ୍ଷୟିତ୍ରୀ
Comments are closed.