Latest Odisha News

BREAKING NEWS

ଚର୍ଚ୍ଚାରେ ଜାହ୍ନବୀଙ୍କ ନୀଳ ଲେହେଙ୍ଗା

ନୂଆଦିଲ୍ଲୀ: ଜାହ୍ନବୀ କପୁର ମଧ୍ୟ ଫ୍ୟାଶନ ଲୁକ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏକ ଫଟୋରେ ଜାହ୍ନବୀଙ୍କ ବ୍ଲୁ ଡିଜାଇନର୍ ଲେହେଙ୍ଗା ପିନ୍ଧିଥିବାର ଦେଖିବାକୁ ମିଳିଛି। ଅର୍ପିତା ମେହେଟ୍ଟାଙ୍କ ଦ୍ୱାରା ଡିଜାଇନ୍‌ ହୋଇଥିବା ଏହି ଲେହେଙ୍ଗାର ମୂଲ୍ୟ ୭୮ ହଜାର ଟଙ୍କା। ଜାନଭୀ ଏହି ନୀଳ ଏବଂ ସୁବର୍ଣ୍ଣ ରଙ୍ଗର ଲେହେଙ୍ଗାରେ ଚମତ୍କାର ଦେଖାଯାଉଛନ୍ତି।

ଫ୍ୟାଶନ୍ ଆଇକନ୍ ଜାହ୍ନବୀଙ୍କ ଏକ ଲେହେଙ୍ଗାରେ କାମ ହେଇଥିବା କାରୁକାର୍ଯ୍ୟ ଅତ୍ୟନ୍ତ ଚମତ୍କାର ଦେଖାଯାଉଛି। ସେ ନିଜ ପୋଷାକ ସହିତ ମେଳ ଖାଇବା ପାଇଁ ନୀଳ ରଙ୍ଗର ଇୟର୍‌ ରିଙ୍ଗ୍‌ ମଧ୍ୟ ପିନ୍ଧିଛନ୍ତି। ଯାହାକୁ ନେଇ ଏବେ ସୋସିଆଲ୍‌ ମିଡଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବେଶ୍‌ ଭାଇରାଲ୍‌ ହେଉଛି ଜାହ୍ନବୀଙ୍କ ନୀଳ ଲେହେଙ୍ଗା।

Comments are closed.