ଟୋକିଓ: କରୋନା ଭାଇରସକୁ ରୋକିବା ପାଇଁ ସମସ୍ତ ଦେଶ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ବୁଧବାର ଜାପାନ ସରକାର ଏକ ନୈରାଶ୍ୟଜନକ ପଦକ୍ଷେପ ନେଇଛି । ଯାହା କି ସୌନ୍ଦର୍ଯ୍ୟ, ପ୍ରକୃତି ଓ ଫୁଲପ୍ରେମୀକୁ କଷ୍ଟ ଦେଇଛି । ଜାପାନାର ଟୁଲିପ ଫୁଲ ସର୍ବଦା ଆକର୍ଷଣର କେନ୍ଦ୍ର ସାଜିଥାଏ । ସାକୁରାରେ ଏକ ମନଲୋଭା ଟୁଲିପ ଉଦ୍ୟାନ ରହିଛି ।
ପ୍ରତି ବର୍ଷ ଏଠାରେ ବହୁତ ପ୍ରକୃତିପ୍ରେମୀ ଆସିଥାନ୍ତି । ତେବେ ଏଥର ମଧ୍ୟ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଫୁଲ ଏଠାରେ ଫୁଟିଥିଲା । କାଳେ ଏହି ଲୋଭନୀୟ ଦୃଶ୍ୟ ଦେଖିବାକୁ ଲୋକମାନେ ଆସିବେ ଜାପାନ ସରକାର ପକ୍ଷରୁ ଏହି ଫୁଲକୁ କାଟି ଦିଆଯାଇଥିଲା ।
BREAKING NEWS
- Opposition Next Target Poll Panel: ଓମ୍ ବିର୍ଲାଙ୍କ ପରେ ଏବେ ବିରୋଧୀଙ୍କ ଟାର୍ଗେଟରେ ମୁଖ୍ୟ ନିର୍ବାଚନ କମିଶନ, ଜ୍ଞାନେଶ କୁମାରଙ୍କୁ ହଟାଇବା ପାଇଁ ଦେବେ ନୋଟିସ!
- Trump Warns Iran Again: ଇରାନକୁ ଟ୍ରମ୍ପଙ୍କ ଖୋଲା ଧମକ, ୨୦ ଗୁଣା ଅଧିକ ହେବ ଆକ୍ରମଣ…
- Trump called Putin: ଯୁଦ୍ଧ ଭିତରେ ପୁଟିନଙ୍କୁ ଫୋନ୍ ଲଗାଇଲେ ଟ୍ରମ୍ପ
- ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ବହିକୁ ନେଇ କ୍ଷମା ମାଗିଲା NCERT
- ଶୀଘ୍ର ଶେଷ ହେବ ଇରାନ ଯୁଦ୍ଧ
- ବିସ୍ଫୋରଣରେ କମ୍ପି ଉଠିଲା ତେହେରାନ, ଲେବାନନରେ ୮୩ ଜଣ ଶିଶୁଙ୍କ ମୃତ୍ୟୁ
- ଗୁଣିଗାରେଡି ସନ୍ଦେହରେ ମାଡ଼ ଘଟଣାରେ ୧୦ ଗିରଫ
- ଆଜିଠାରୁ ରାଜ୍ୟରେ ବଢିବ ଦିନ ତାପମାତ୍ରା, ଆଗକୁ ରହିଛି ସୁପର ଏଲ୍ନିନୋ ଭୟ
- ଓଡ଼ିଶାରେ ଆୟୋଜିତ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲ-୨୦୨୬
- Trump Urges Australia: ଇରାନ ମହିଳା ଫୁଟବଲ୍ ଦଳକୁ ଶରଣ ଦିଏ… ଟ୍ରମ୍ପ ଅଷ୍ଟ୍ରେଲିଆକୁ କାହିଁକି କଲେ ଅପିଲ?
Comments are closed.