Latest Odisha News

ସ୍ଥଗିତ ହେଲା ଜାପାନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ

ନୂଆଦିଲ୍ଲୀ: ସୂଚନା ଅନୁଯାୟୀ ଭାରତରେ କୋଭିଡ୍‌ ସଂକ୍ରମଣ ପ୍ରଭାବକୁ ଦୃଷ୍ଟିରେ ରଖି ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗା ଭାରତ ଏବଂ ଫିଲିପାଇନ୍ସ ଗସ୍ତ ଯୋଜନାକୁ ସ୍ଥଗିତ ରଖିଛନ୍ତି।

ରିପୋର୍ଟ ଅନୁଯାୟୀ ପିଏମ୍‌ ସୁଗା ଗସ୍ତ ବଦଳରେ କରୋନାଭାଇରସ୍ ମାମଲାରେ ସମ୍ପ୍ରତି ବୃଦ୍ଧି ଘଟିବା ଉପରେ ଧ୍ୟାନ ଦେବେ ବୋଲି କହିଛନ୍ତି।

Comments are closed.