Latest Odisha News

BREAKING NEWS

ରବରରେ ଆକର୍ଷଣୀୟ ପୋଷାକ ତିଆରି କଲେ ଜାପାନର ସାକାମୋଟୋ

ଟୋକିଓ: ଜାପାନର ରି ସାକାମୋଟା ରବରରେ ସୁନ୍ଦର ପୋଷାକ ତିଆରି କରି ବେଶ୍ ପ୍ରଶଂସିତ ହୋଇଛି । ପ୍ରଥମ ନଜରରେ ଏହାକୁ ରବରରେ ତିଆରି ହୋଇଥିବା ବିଶ୍ୱାସ ହୁଏ ନାହିଁ । ଜାପାନର ଏହି କଳା ଛାତ୍ରୀ ଗ୍ରାଜୁଏଶନ ପାଇଁ ଏପରି ଏକ ପ୍ରୋଜେକ୍ଟ କରିବାକୁ ଚାହୁଁଥିଲେ ଯାହା କି ଅନ୍ୟମାନଙ୍କଠାରୁ ଭିନ୍ନ ହୋଇଥିବ ।

ବହୁତ ଭାବିବା ପରେ ସେ ରବରରେ ପୋଷାକ ତିଆରି କରିଥିଲେ । ସାରା ବିଶ୍ୱରେ ତାଙ୍କର ଏହି ଉଦ୍ୟମକୁ ଭୂୟସୀ ପ୍ରଶଂସା କରାଯାଉଛି । ଏହି ପୋଷାକ ଷ୍ଟ୍ରେଚେବୁଲ ହୋଇଥିବାରୁ ସମସ୍ତେ ଏହାକୁ ପ୍ରଶଂସା କରୁଛନ୍ତି ।

Leave A Reply

Your email address will not be published.