Latest Odisha News

BREAKING NEWS

ଝାଡ଼ଖଣ୍ଡରେ ପୁଣି ବଢିଲା ଲକ୍‌ଡାଉନ ଅବଧି

ଝାଡଖଣ୍ଡ: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଝାଡଖଣ୍ଡ ସରକାର ବୁଧବାର ଦିନ ଲକ୍‌ଡାଉନ ଅବଧିକୁ ବଢାଇଦେଇଛନ୍ତି। ଏହାସହିତ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ପାଇଁ ୭ ଦିନ କ୍ବାରେଣ୍ଟାଇନ୍‌ ବାଧ୍ୟତାମୂଳକ ବୋଲି କହିଛନ୍ତି ରାଜ୍ୟ ସରକାର।

ବିବାହ ସମାରୋହରେ ୫୦ ପରିବର୍ତ୍ତେ ୧୧ ଜଣ ଉପସ୍ଥିତ ରହିବେ। ତେବେ ରାଜ୍ୟରେ ଲକ୍‌ଡାଉନ୍‌ର ଅବଧିକୁ ମେ ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଝାଡଖଣ୍ଡ ସରକାର। ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଧ୍ୟକ୍ଷତାରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

Comments are closed.