Latest Odisha News

BREAKING NEWS

ବଦଳିଲେ ଝାରପଡା ଜେଲ୍ ଅଧୀକ୍ଷକ

ଭୁବନେଶ୍ବର : ବଦଳିଲେ ଝାରପଡ଼ା ଜେଲ୍ ଅଧୀକ୍ଷକ । ଝାରପଡ଼ାର ଜେଲର ଅଧୀକ୍ଷକ ତିବା ସରୋଜ ବିଶ୍ବାଳଙ୍କୁ ଜେଲ୍ ଡିଜି ମୁଖ୍ୟାଳୟକୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଚୌଦ୍ବାର ଜେଲ୍ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁଙ୍କୁ ଝାରପଡ଼ା ଜେଲ୍ ଦାୟିତ୍ବ ଦିଆଯାଇଛି । ସରୋଜଙ୍କ ବିରୋଧରେ ଥିଲା ପ୍ରଶାସନିକ ଅଭିଯୋଗ । ବିଭାଗୀୟ ତଦନ୍ତ ଆଧାରରେ ତାଙ୍କୁ ବଦଳି କରାଯାଇଛି । ସରୋଜଙ୍କ ବଦଳି ନେଇ ସୂଚନା ଦେଇଛନ୍ତି ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ । ଗତ ୩ ମାସ ମଧ୍ୟରେ ଦ୍ବିତୀୟ ଥର ପାଇଁ ବଦଳିଲେ ଝାରପଡ଼ା ଜେଲ୍ ଅଧିକ୍ଷକ ।

Leave A Reply

Your email address will not be published.