Latest Odisha News

BREAKING NEWS

ଜନସନ ଟିକା ପକ୍ଷାଘାତର କାରଣ ହୋଇପାରେ; ଏଫ୍‌ଡିଏର ଚେତାବନୀ

ୱାଶିଂଟନ୍: ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫଡିଏ) ସୋମବାର ଚେତାବନୀ ଦେଇଛି ଯେ ଜନସନ ଆଣ୍ଡ ଜନସନ କରୋନାଭାଇରସ ଟିକା କେତେକ କ୍ଷେତ୍ରରେ ବିରଳ ସ୍ନାୟୁଗତ ସମସ୍ୟା ସୃଷ୍ଟି କରିପାରେ। ଏହାକୁ ଗୁଇଲେନ-ବାରେ ସିଣ୍ଡ୍ରୋମ କୁହାଯାଉଛି।

ରିପୋର୍ଟ ଅନୁଯାୟୀ ଜନ୍‌ସନ ଆଣ୍ଡ ଜନସନ୍‌ ଟିକା ଦେବାର ୪୨ ଦିନ ମଧ୍ୟରେ ଗୁଇଲେନ୍-ବାରେ ସିଣ୍ଡ୍ରୋମ ହେବାର ଲକ୍ଷଣ ବିକଶିତ ହେଉଥିବା କୁହାଯାଉଛି।

ଜେ ଆଣ୍ଡ ଜେ ଟିକା ଅସୁବିଧାର ସମ୍ମୁଖୀନ ହୋଇଥିବାବେଳେ ଏଫଡିଏ ଅନୁଯାୟୀ ଯେ ମର୍ଡନା ଏବଂ ଫାଇଜର କୋଭିଡ-୧୯ ଟିକାର କୌଣସି ସମସ୍ୟା ଦେଖାଉ ନାହିଁ।

 

Leave A Reply

Your email address will not be published.