Latest Odisha News

BREAKING NEWS

Browsing Tag

johnson and johnson vaccine

ଭାରତରେ କିଶୋରମାନଙ୍କଠାରେ ସିଙ୍ଗଲ୍ ଡୋଜ୍‌ ଟିକା ପରୀକ୍ଷଣ ପାଇଁ ଅନୁମତି ଲୋଡିଛି ଜେ ଆଣ୍ଡ ଜେ

ନୂଆଦିଲ୍ଲୀ: ଆମେରିକାର ଫାର୍ମା କମ୍ପାନୀ ଦ୍ବାରା ବିକଶିତ ଟିକା ଜନସନ ଆଣ୍ଡ ଜନସନ (ଜେ ଆଣ୍ଡ ଜେ) ଭାରତରେ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ୍ (CDSCO)କୁ ୧୨ ରୁ ୧୭ ବର୍ଷ ବୟସର କିଶୋରମାନଙ୍କଠାରେ କରୋନାର ସିଙ୍ଗଲ୍ ଡୋଜ୍‌ ଜନସନ୍ ଟିକା ଉପରେ ଅଧ୍ୟୟନ କରିବାକୁ…

ଭାରତରେ କୋଭିଡ-୧୯ ଟିକା ଅନୁମୋଦନ ପ୍ରସ୍ତାବ ପ୍ରତ୍ୟାହାର କଲା ଜନସନ ଆଣ୍ଡ୍‌ ଜନସନ

ନୂଆଦିଲ୍ଲୀ: ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) କହିଛି ଯେ ଜନସନ ଆଣ୍ଡ ଜନସନ ଏହାର ସିଙ୍ଗଲ୍‌ ଡୋଜ୍‌ କୋଭିଡ-୧୯ ଟିକାକୁ ଭାରତରେ ଅନୁମୋଦନ ମାଗିଥିବା ପ୍ରସ୍ତାବକୁ ପ୍ରତ୍ୟାହାର କରି ନେଇଛି। ଜନସନ ଏବଂ ଜନସନ ଏପର୍ଯ୍ୟନ୍ତ ପ୍ରତ୍ୟାହାରର କୌଣସି କାରଣ ଦର୍ଶାଇ ନଥିବା…

ଜନସନ ଟିକା ପକ୍ଷାଘାତର କାରଣ ହୋଇପାରେ; ଏଫ୍‌ଡିଏର ଚେତାବନୀ

ୱାଶିଂଟନ୍: ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫଡିଏ) ସୋମବାର ଚେତାବନୀ ଦେଇଛି ଯେ ଜନସନ ଆଣ୍ଡ ଜନସନ କରୋନାଭାଇରସ ଟିକା କେତେକ କ୍ଷେତ୍ରରେ ବିରଳ ସ୍ନାୟୁଗତ ସମସ୍ୟା ସୃଷ୍ଟି କରିପାରେ। ଏହାକୁ ଗୁଇଲେନ-ବାରେ ସିଣ୍ଡ୍ରୋମ କୁହାଯାଉଛି। ରିପୋର୍ଟ ଅନୁଯାୟୀ ଜନ୍‌ସନ ଆଣ୍ଡ ଜନସନ୍‌ ଟିକା…