ଆଗ୍ରା : କରୋନାରେ ପ୍ରାଣ ହରାଇଲେ ସାମ୍ବାଦିକ । ଖବର ସଂଗ୍ରହ ବେଳେ କରୋନାରେ ଆକ୍ରାନ୍ତ ହୋଇଥିବା ଆଗ୍ରାର ଜଣେ ସାମ୍ବାଦିକଙ୍କର ଗତ ସାତ ତାରିଖରେ ମୃତ୍ୟୁ ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ଆଗ୍ରାର ଜିଲ୍ଲାପାଳ ପ୍ରଭୁ ଏନ୍ ସିଂହ ।
ସାମ୍ବାଦିକ ଜଣଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଏସ୍ଏନ୍ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେ ଗୁରୁତର ହୋଇପଡିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।
Comments are closed.