Latest Odisha News

BREAKING NEWS

Browsing Tag

Agra

ଆଗ୍ରାର ତାଜମହଲ ପହଞ୍ଚିଲା ଯମୁନାର ବନ୍ୟା ପାଣି

ଆଗ୍ରା: ଦିଲ୍ଲୀରେ ଯମୁନା ନଦୀ ବିପଦ ସଂକେତ ତଳକୁ ଖସିବା ପରେ ପୁଣି ଥରେ ଫୁଲିବାରେ ଲାଗିଛି । ଯାହା ଫଳରେ ଉତ୍ତରପ୍ରଦେଶର ଆଗ୍ରା-ମଥୁରାର କେତେକ ଅଞ୍ଚଳରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଯମୁନାର ବନ୍ୟା ପାଣି ଆଗ୍ରାର ତାଜମହଲ ଯାଏ ପହଞ୍ଚିଛି । ମଥୁରାରେ ଯମୁନା ବିପଦ ସଂକେତ ଠାରୁ…

‘ମୋଗଲ ଆମ ଆଦର୍ଶ କେବେ ହୋଇପାରିବେ ନାହିଁ’- ଯୋଗୀ ଆଦିତ୍ୟନାଥ

ଆଗ୍ରା: ଉତ୍ତରପ୍ରଦେଶର ତାଜମହଲ ସହରରେ ନିର୍ମାଣ କରାଯାଉଥିବା ଏକ ମୋଗଲ ସଂଗ୍ରହାଳୟ, ମରାଠା ଆଦର୍ଶ ଛତ୍ରପତି ଶିବାଜୀ ମହାରାଜଙ୍କ ନାମରେ ନାମିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ମୋଗଲ କିପରି ଆମର ହିରୋ ହୋଇପାରିବେ?…

ଦେଇପାରିଲେନି ଡେଲିଭରୀ ଫି’, ନବଜାତକୁ ଲକ୍ଷେ ଟଙ୍କାରେ ବିକିଦେଲେ ବାପା-ମା’!

ଲକ୍ଷ୍ନୌ: ଟଙ୍କାର ଅଭାବ । ଅସହାୟ ବାପା-ମାଆ । ଦେଇପାରିଲେନି ହସ୍ପିଟାଲ ଫି’ । ଶେଷରେ ନବଜାତକୁ ଲକ୍ଷେ ଟଙ୍କାରେ ବିକି ଦେଲେ ଦମ୍ପତ୍ତି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଆଗ୍ରାରୁ । ଏଠାରେ ଜଣେ ମା’ ଡେଲିଭରୀ ଫି’ ଦେଇପାରି ନଥିଲେ । ଏହାପରେ ହସ୍ପିଟାଲ କର୍ତ୍ତୃପକ୍ଷ…

କୋଭିଡ ୧୯ରେ ପ୍ରାଣ ହରାଇଲେ ସାମ୍ବାଦିକ

ଆଗ୍ରା : କରୋନାରେ ପ୍ରାଣ ହରାଇଲେ ସାମ୍ବାଦିକ । ଖବର ସଂଗ୍ରହ ବେଳେ କରୋନାରେ ଆକ୍ରାନ୍ତ ହୋଇଥିବା ଆଗ୍ରାର ଜଣେ ସାମ୍ବାଦିକଙ୍କର ଗତ ସାତ ତାରିଖରେ ମୃତ୍ୟୁ ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ଆଗ୍ରାର ଜିଲ୍ଲାପାଳ ପ୍ରଭୁ ଏନ୍ ସିଂହ । ସାମ୍ବାଦିକ ଜଣଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା…