ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନରେ ବାଜିମାତ କରିବାକୁ ବିଜେପି କରିଛି ମେଗା ପ୍ଲାନ୍ । ଏଥର ନିର୍ବାଚନ ପ୍ରଚାରରେ ସାମିଲ ହେବେ ବିଜେପିର ୨୪୦ ସାଂସଦ । ସେମାନେ ଘର ଘର ବୁଲି ମାଗିବେ ଭୋଟ । ବସ୍ତି ଅଂଚଳକୁ ଯାଇ ଲୋକଙ୍କ ସହ ମିଶିବେ । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ନିର୍ବାଚନ ପ୍ରଚାର ପାଇଁ କିଛି ଏଭଳି ଯୋଜନା ପ୍ରସ୍ତୁତ କରିଛନ୍ତି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ନିର୍ବାଚନ ପ୍ରଚାର ପାଇଁ ୨୪୦ ଜଣ ସାଂସଦଙ୍କୁ ନିୟୋଜିତ କରିଛନ୍ତି । ଏହି ସବୁ ସାଂସଦ ୪ ଦିନ ଯାଏ ଦିଲ୍ଳୀରେ ରହିବେ । ବିଜେପି ପାଇଁ ଏମାନେ ଭୋଟ ମାଗିବେ । ତେବେ ସବୁଠାରୁ ମଜାକଥା ହେଉଛି ଏହି ସବୁ ସାଂସଦ ବସ୍ତି ଅଂଚଳରେ ରହିବେ, ସେଠି ଖାଇବେ ଓ ଭୋଟ ମାଗିବେ ।
ଦିଲ୍ଳୀ ନିର୍ବାଚନ ପ୍ରଚାର ଆରମ୍ଭରୁ ହିଁ ବିଜେପି ତାର ସମସ୍ତ ମାଷ୍ଟର କାର୍ଡ ଖେଳିବା ଆରମ୍ଭ କରିଛି । ସବୁ ଅଚଂଳକୁ ଯାଇ ଷ୍ଟାର ନେତାମାନେ ପ୍ରଚାର ଚଳାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ଷ୍ଟାର ନେତାମାନେ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇ ପ୍ରଚାର ଆରମ୍ଭ କରିଦେଇଛନ୍ତି ।
BREAKING NEWS
- ଆଇପିଏଲ ମେଗା ନିଲାମ: ବିକ୍ରି ହେଲେ ୧୨ ମାର୍କ୍ୟୁ ଖେଳାଳି
- କିସ୍ ବିଶ୍ୱବିଦ୍ୟାଳୟର ୪ର୍ଥ ସମାବର୍ତ୍ତନ, ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ…
- ଆଇପିଏଲ ମେଗା ନିଲାମ: ପନ୍ତ ସବୁଠାରୁ ଦାମୀ ଖେଳାଳି
- କାହିଁକି ବିମାନରେ ନଡିଆ ନେବା ମନା?
- ପର୍ଥ ଟେଷ୍ଟ: ଦୃଢ଼ ସ୍ଥିତିରେ ଭାରତ, ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ
- ଦୁନିଆର ସବୁଠୁ ବିଷାକ୍ତ ଗଛ: ତଳେ ଛିଡା ହେଲେ ବି ଚାଲିଯିବ ଜୀବନ
- ଜାମା ମସଜିଦ ସର୍ଭେ; ପୋଲିସକୁ ପଥର ମାଡ଼, ଜାଳି ଦେଲେ ଗାଡି଼
- କାଲିଠୁ ସଂସଦରେ ଶୀତ ଅଧିବେଶନ: ସରିଲା ସର୍ବଦଳୀୟ ବୈଠକ
- ‘ଓଡ଼ିଶା ପର୍ବ- ୨୦୨୪’ରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଏ.ଆର୍ ରେହମାନଙ୍କ ନୋଟିସ୍, ୨୪ ଘଣ୍ଟାରେ ଡିଲିଟ୍…
Comments are closed.