ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ । ଆଜି ସକାଳେ ତାଙ୍କ ଆକାଉଣ୍ଟକୁ କବଜାକୁ ନେଇଥିଲେ ହ୍ୟାକର । ମେସେଜ ବି ପୋଷ୍ଟ ହୋଇଥିଲା । ଯେଉଁଥିରେ ଲେଖାଥିଲା ରୁଷିଆ ଲୋକଙ୍କ ସହ ଠିଆ ହୁଅନ୍ତୁ । କ୍ରିପଟୋ କରେନ୍ସୀ ଦାନକୁ ସ୍ୱୀକାର କର । ଇଂରାଜୀ ସହ ହିନ୍ଦୀରେ ଏହି ପୋଷ୍ଟ କରିଥିଲେ ହ୍ୟାକର ।
ଆଉ ଗୋଟିଏ ଟ୍ୱିଟରେ ହ୍ୟାକର ଲେଖିଥିଲେ, ସରି ମୋର ଆକାଉଣ୍ଟ ହ୍ୟାକ୍ ହୋଇଛି । ମୁଁ ରୁଷିଆକୁ ଦାନ କରିବାକୁ ଚାହୁଁଛି କାରଣ ସେମାନେ ସାହାଯ୍ୟ ଚାହୁଁଛନ୍ତି । ଏହାର କିଛି ସମୟ ପରେ ଜେ. ପି. ନଡ୍ଡାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ସେସବୁ ଡିଲିଟ ହୋଇଥିଲା ।
ଏବେ ତାଙ୍କର ଆକାଉଣ୍ଟ ରିଷ୍ଟୋର ହୋଇଛି । କେମିତି ଓକେଉଁ ପରିସ୍ଥିତି ଆକାଉଣ୍ଟ ହ୍ୟାକ୍ ହେଲା ସେନେଇ ଟ୍ୱିଟର ସହ କଥାବାର୍ତ୍ତା କରିଛନ୍ତି ଜେ. ପି. ନଡ୍ଡା । ଆକାଉଣ୍ଟ ହ୍ୟାକ୍ ହେବା ପୂର୍ବରୁ ସେ ଉତ୍ତରପ୍ରଦେଶରେ ପଞ୍ଚମ ପର୍ୟ୍ୟାୟ ମତଦାନ ସମ୍ପର୍କିତ ଟ୍ୱିଟ୍ କରିଥିଲେ ।
BREAKING NEWS
- ରେଭେନ୍ସା ବିବାଦରେ ନୂଆ ମୋଡ଼: ସଦର ବିଧାୟକଙ୍କୁ କାଉଣ୍ଟର କଲା ଶିକ୍ଷକ ସଂଘ ‘ରୁଟା’
- Netanyahu dials PM Modi:ମୋଦୀଙ୍କୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଫୋନ୍ କଲ୍; ସ୍ୱତନ୍ତ୍ର ରଣନୈତିକ ଭାଗୀଦାରୀ ଏବଂ ପଶ୍ଚିମ ଏସିଆର ସ୍ଥିତି ନେଇ ଆଲୋଚନା
- ୨୨ଲକ୍ଷର ସୋସାଇଟି ପାଣ୍ଠି ହଡ଼ପ ଅଭିଯୋଗ;ପୂର୍ବତନ ପାକ୍ସ ସମ୍ପାଦକ ଗିରଫ
- ବିଷାକ୍ତ ଲଙ୍କା: ୨୭ଟି ରାଜ୍ୟରେ ବ୍ୟାପିଲା ସାଲମୋନେଲା ସଂକ୍ରମଣ, ୩୪୫ ଆକ୍ରାନ୍ତ
- ଏଥର ଇନଷ୍ଟାଗ୍ରାମରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନୂଆ ନିବେଦନ
- ବାଲେଶ୍ୱର ଭୋଗରାଇରେ ଉତ୍ତେଜନା: ସମୀକ୍ଷା ବୈଠକ ବେଳେ ମୁହାଁମୁହିଁ ହେଲେ ବିଜେପି-ବିଜେଡି କର୍ମୀ
- କ୍ରାଇମ୍ ବ୍ରାଞ୍ଚ ଚାର୍ଜସିଟରେ ଚାଞ୍ଚଲ୍ୟକର ଖୁଲାସା, ଅତ୍ୟଧିକ ଡ୍ରଗ୍ସ ନିଶାରେ ଥିଲେ କନଷ୍ଟେବଳ ସୌମ୍ୟ
- ଘର ପ୍ରତିଷ୍ଠା ଭୋଜି ଖାଇ ୭୦ରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ; ହସ୍ପିଟାଲରେ ଭର୍ତ୍ତି
- ଜେପିଏସସି ଏବଂ ଜେଏସଏସସି ଆନ୍ଦୋଳନ: କ୍ୟାମେରା ଆଗରେ ଆଲୋଚନା କରିବାକୁ ଛାତ୍ରଙ୍କ ଜିଦ୍
- ଭାଇ ସୋହେଲଙ୍କ ପ୍ରେମ ସମ୍ପର୍କ ପାଇଁ ବନ୍ଦ ହୋଇଥିଲା ସଲମାନଙ୍କ ‘ରାମାୟଣ’! ତିନି ଦଶନ୍ଧି ପରେ ପୁଣି ଚର୍ଚ୍ଚା

Comments are closed.