Latest Odisha News

BREAKING NEWS

ଜୁନ ୩୦, ଟିକସ ଦାତାଙ୍କ ଲାଗି ଶେଷ ତାରିଖ

ନୂଆଦିଲ୍ଲୀ: ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ଟିକସଦାତାମାନଙ୍କ ଲାଗି ଶେଷ ତାରିଖ ହେଲା ଜୁନ ୩୦ । ଏନେଇ ସୋମବାର ଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ପ୍ରଦାନ କରିଛନ୍ତି ।

ପୂର୍ବରୁ ମାର୍ଚ୍ଚ ୩୧ ଅନ୍ତିମ ତାରିଖ ରହିଥିବା ବେଳେ ଏହା ଜୁନ ୩୦ ତାରିଖକୁ ଘୁଞ୍ଚିଯାଇଛି । ଏହା ଫଳରେ ବରିଷ୍ଠ ନାଗରିକମାନେ ଯେଉଁମାନେ କି ଅନଲାଇନ ମାଧ୍ୟମରେ ଟିକସ ପୈଠ କରିପାରିବେ ନାହିଁ ସେମାନଙ୍କ ଲାଗି ଏହା ସୁବିଧା ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.