ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ବୁଧବାରଠାରୁ ଆରମ୍ଭ ହୋଇଛି ଜାତୀୟ ଜୁନିୟର ଖୋଖୋ ଚାମ୍ପିୟନଶିପ । ଓଡିଶା ବାଳକ ଦଳ ବିଜୟ ସହ ସେମାନଙ୍କ ଅଭିଯାନ ସ୍ୱତନ୍ତ୍ର ଷ୍ଟାଇଲରେ ଆରମ୍ଭ କରିଛନ୍ତି । ଓଡିଶା ୨୨ ପଂଏଟ ଏବଂ ଗୋଟିଏ ଇନିଂସରେ ମଧ୍ୟପ୍ରଦେଶକୁ ପରାସ୍ତ କରିଛି । ଓଭରାଲ ଓଡିଶା ୨୮ ଏବଂ ଏମପି ୬ ପଂଏଟ ସ୍କୋର କରିଥିଲା ।
ବାଳକ ବିଭାଗର ଅନ୍ୟ ମୁକାବିଲାରେ ଆନ୍ଧ୍ରପ୍ରଦେଶ ୧୨ ପଂଏଟରେ ଅରୁଣାଚଳ ପ୍ରଦେଶକୁ, ମହାରାଷ୍ଟ୍ର ୨୬ ପଂଏଟରେ ନାଗାଲାଣ୍ଡକୁ ଓ ପୁଡୁଚେରୀ ୯ ପଂଏଟରେ ହିମାଚଳ ପ୍ରଦେଶକୁ ପରାସ୍ତ କରିଛି । ରାଜସ୍ଥାନ ୭ ପଂଏଟରେ ଉତରାଖଣ୍ଡକୁ ଏବଂ କେରଳ ୨୧ ପଂଏଟରେ ଦାଦ୍ରା ନାଗର ହାଭେଳୀକୁ ହରାଇଛି ।
ବାଳିକା ବିଭାଗରେ ଦିଲ୍ଲୀ ୨୩ ପଂଏଟରେ ଅରୁଣାଚଳ ପ୍ରଦେଶକୁ, ପଞ୍ଜାବ ୩୪ ପଂଏଟରେ ଦାଦ୍ରା ନାଗର ହାଭେଳୀକୁ ଏବଂ ଉତରାଖଣ୍ଡ ୭ ପଂଏଟରେ ବିହାରକୁ ହରାଇ ଦେଇଛି ।
BREAKING NEWS
- ବାହାର ରାଜ୍ୟର ପୁରୁଣା ବାଣିଜ୍ୟିକ ଗାଡ଼ି ମନା
- LPG ପରି PNG ମଧ୍ୟ ଆମଦାନୀ ଏବଂ ରପ୍ତାନି କରାଯାଇପାରେ କି?
- ରାହୁଲଙ୍କ ମୃତ୍ୟୁ ପାଇଁ ଦାୟୀ କିଏ?
- Rugby Championship: ଆରମ୍ଭ ହେଲା ୬୯ତମ SGFI ରଗବୀ ଚାମ୍ପିଅନସିପ୍; କଳିଙ୍ଗ ଷ୍ଟାଡିୟମରେ ୧୫ ରାଜ୍ୟର ଯୁବ ଖେଳାଳୀ
- ସ୍କୁଲ ହଷ୍ଟେଲରେ ସିନିୟରଙ୍କ ମାଡରେ ୨ ଜୁନିୟର ଛାତ୍ର ଗୁରୁତର
- ଲିଙ୍ଗରାଜ ମନ୍ଦିରରେ ସେବାୟତ ହାତାହାତି, ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ…
- ଭାରତରେ ସାର ଉତ୍ପାଦନ ହେବା ସତ୍ତ୍ୱେ ଉପସାଗରୀୟ ଦେଶରୁ କାହିଁକି ହେଉଛି ଆମଦାନୀ?
- ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ର ପରୀକ୍ଷଣ ସମାପ୍ତ
- ଓଡ଼ିଶାରେ ବାହାର ରାଜ୍ୟର ୧୦ ବର୍ଷରୁ ଅଧିକ ପୁରୁଣା ବାଣିଜ୍ୟିକ ଗାଡ଼ି ଉପରେ କଟକଣା
- ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଅମିତ ଯୋଗୀକୁ ଆଜୀବନ କାରାଦଣ୍ଡ
Comments are closed.