Latest Odisha News

BREAKING NEWS

ଏସୀୟ କ୍ରୀଡ଼ା: ମହିଳା କବାଡ଼ି ଦଳ ଜିତିଲେ ରୌପ୍ୟ, ପୁରୁଷ ଦଳକୁ ବ୍ରୋଞ୍ଜ ପଦକ

ଜାକର୍ତ୍ତା : ଏଥର ଏସୀଆନ ଗେମ୍ସରେ କବାଡ଼ି ଖେଳରେ ଭାରତୀୟ ଦଳ ନୈରାଶ୍ୟଜନକ ପଦର୍ଶନ କରିଛି । ଏସୀଆନ ଗେମ୍ସରେ ପୂର୍ବରୁ ସମସ୍ତ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଏଥର ଇରାନଠୁ ୨ଥର ହାରି ଭାରତ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛି ।

ର ହୋଇଛି । ତେବେ ଖୁସିର କଥା ଭାରତ ଏକଚାଟିଆ ଭାବେ କବାଡ଼ିରେ ଆଧିପତ୍ୟ ହାସଲ କରିଚାଲିଥିଲା, କିନ୍ତୁ ଇରାନର ଏହି ସ୍ୱର୍ଣ୍ଣପଦକ ହାସଲରେ ବିଶ୍ୱବ୍ୟାପୀ କବାଡ଼ିର ପ୍ରସାର ଆଶା କରାଯାଉଛି ।

ମହିଳା ଦଳ ଫାଇନାଲରେ ଇରାନଠୁ ହାରି ରୌପ୍ୟ ପଦକ ହାସଲ କରିପାରିଛି । ଭାରତ ଫାଇନାଲରେ ଇରାନଠୁ ୨୪-୨୭ ରେ ପରାସ୍ତ ହୋଇଛି ।

Leave A Reply

Your email address will not be published.