Latest Odisha News

BREAKING NEWS

ସନୀ ଲିଓନଙ୍କ ନମ୍ବର ମାଗି କବୀର ବେଦୀ ହଟହଟା

ମୁମ୍ବାଇ: ସିନିୟର ଅଭିନେତା କବୀର ବେଦୀ ଗ୍ଲାମର କୁଇନ ସନୀ ଲିଓନଙ୍କ ବ୍ୟକ୍ତିଗତ ନମ୍ବର ମାଗି ହଟହଟା ହୋଇଛନ୍ତି । ରିପୋର୍ଟ ମୁତାବକ ଡବ୍ୱୁ ରତନାନୀଙ୍କ ୨୦୨୦ କ୍ୟାଲେଣ୍ଡର ଉନ୍ମୋଚନ ଅବସରରେ ଏହି ଘଟଣା ଘଟିଥିଲା ।

କବୀର ଦୀର୍ଘ ସମୟ ସନୀ ଲିଓନଙ୍କ ସହ କଥାବାର୍ତା ହେଉଥିବା ଦେଖିବାକୁ ମିଳିଥିଲା । ସେ ଯିବା ପୂର୍ବରୁ ତାଙ୍କୁ ବ୍ୟକ୍ତିଗତ ଫୋନ ନମ୍ବର ମାଗିଥିଲେ । ସନୀ ଲିଓନ ତାଙ୍କ ପତି ଡେନିୟଲ ବେବରଙ୍କ ନମ୍ବର ଦେଇଥିଲେ । ଆବଶ୍ୟକ ହେଲେ ଏହି ନମ୍ବରରେ ମୋ ସହିତ ଯୋଗାଯୋଗ କରିବେ ବୋଲି ସେ କହିଥିଲେ । ସୂଚନାଯୋଗ୍ୟ, କବୀର ବେଦୀ ୪ଟି ବିବାହ କରିଛନ୍ତି ।

Leave A Reply

Your email address will not be published.