ମୁମ୍ବାଇ : ଜଗତଜନନୀ ମା’ ଦୁର୍ଗାଙ୍କ ନବରାତ୍ରୀ ପାଇଁ ମାୟାନଗରୀ ମୁମ୍ବାଇ ମଧ୍ୟ ଚଳଚଞ୍ଚଳ ହୋଇପଡ଼ିଛି । ଆଜି ପବିତ୍ର ମହାନବମୀରେ ବଲିଉଡ୍ ବିୟୁଟି କାଜୋଲ ମଧ୍ୟ ନିଜ ପରିବାର ସହ ଆଜି ନବରାତ୍ରୀ ସେଲିବ୍ରେସନ କରୁଥିବା ଦେଖିବାକୁ ମିଳିଛି । କାଜୋଲ ମୁମ୍ବାଇର ଏକ ପୂଜା ମଣ୍ଡପକୁ ମା ଦୁର୍ଗାଙ୍କ ଦର୍ଶନ ପାଇଁ ଯାଇଥିଲେ।ସାଥିରେ କାଜୋଲଙ୍କ ମା ତୁନଜା ଓ ଭଉଣୀ ତନିସା ମଧ୍ୟ ଥିଲେ । କାଜୋଲ ଟ୍ରାଡିସନାଲ ଲୁକରେ ଦୁର୍ଗାପୂଜା ମଣ୍ଡପରେ ନଜର ଆସିଥିଲେ। ବହୁ ସମୟ ଧରି କାଜୋଲ ମାଙ୍କ ଆରାଧନା କରିଥିଲେ।
BREAKING NEWS
- ଧାରଣାସ୍ଥଳରେ ଗଣେଶ ପୂଜା; ଆନ୍ଦୋଳନରତ ଯୋଗାଣ ସହାୟକ ବିଘ୍ନବିନାଶକଙ୍କୁ ଗୁହାରି…
- MMDR ପ୍ରସଙ୍ଗ; ଅର୍ଥନୈତିକ ଅବରୋଧ କରିବ ବିଜେଡି, ଲୋକଙ୍କୁ ବିଭ୍ରାନ୍ତି କରୁଛି ବୋଲି କହିଲା ବିଜେପି
- ୟୁକ୍ରେନ ଯୁଦ୍ଧ: ବିଦେଶୀ ସୈନ୍ୟଙ୍କୁ ୧୬ ଲକ୍ଷ ଟଙ୍କାର ଅଫର୍ ଦେଲା ଋଷ
- ଆତ୍ମ ସମର୍ପଣ କଲେ ତରୁଣ ତେଜପାଲ
- ମୋହିତ ସୁରିଙ୍କ ସହିତ ହାତ ମିଳାଇଲେ ରାମ ଗୋପାଳ ବର୍ମା: ବଡ଼ ପରଦାରେ ଆସିବ ଫିଲ୍ମ ‘ଧୁରନ୍ଧର’ଠୁ ବଡ଼ ଆକ୍ସନ୍ ଫିଲ୍ମ
- ବଜାରକୁ ଆସିବ ଓମଫେଡର ଆଇସକ୍ରିମ୍ ଓ ପାଣି; ସୂଚନା ଦେଲେ ମନ୍ତ୍ରୀ
- ଓରାଙ୍ଗଉଟାନକୁ ଜ୍ୱର, ଆଲର୍ଟରେ ରହିଛି ଡାକ୍ତରୀ ଟିମ୍
- ବର୍ଷା ଦିନେ କାର୍ ଭିତରୁ ବାହାରୁଛି କି ଗନ୍ଧ? ପୁରୁଣା ଖବରକାଗଜର ଏହି ସହଜ ଟ୍ରିକ୍ ବଞ୍ଚାଇବ ହଜାର ହଜାର ଟଙ୍କା
- ବ୍ୟକ୍ତିଗତ ଶତ୍ରୁତା ସାଧିବା ପାଇଁ ହାଇକୋର୍ଟରେ ପିଆଇଏଲ୍ ! ୫୦ ହଜାର ଜୋରିମାନା ସହ ଆବେଦନ ଖାରଜ କଲେ ବିଚାରପତି
- ଶୋଇଥିବା ବେଳେ ଜଳିଗଲେ ବ୍ୟକ୍ତି, ଅଳ୍ପକେ ବର୍ତ୍ତିଲେ ପୁଅ

Comments are closed.