କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ବସନ୍ତ କୁମାର ପଣ୍ଡା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡ଼ି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ୨୬୮୧୪ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି । ବସନ୍ତ କୁମାର ପଣ୍ଡା ସମୁଦାୟ ୪୩୩୦୭୪ ଭୋଟ୍ ପାଇଥିବାବେଳେ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ମିଳିଛି ୪୦୬୨୬୦ଟି ଭୋଟ୍ । କଂଗ୍ରେସ ପ୍ରାର୍ଥୀ ଭକ୍ତଚରଣ ଦାସ ୩୧୯୨୦୨ଟି ଭୋଟ୍ ପାଇ ତୃତୀୟ ସ୍ଥାନରେ ଅଛନ୍ତି ।
BREAKING NEWS
- ସାମାନ୍ୟ ସଫଳତାରେ ବିଗିଡି ଯାଇଥିଲେ ଅଭିଷେକ
- ମାଛଧରା ଜାଲରୁ ଅଜଗର ସାପକୁ ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ
- ଆନ୍ଧ୍ରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରାଜ୍ୟରେ ମିଶିୁବାକୁ ଫେରାଦ ହେଲେ କୋଟିଆବାସୀ
- ପୋପ୍ ଫ୍ରାନ୍ସିସ୍ଙ୍କ ବିୟୋଗରେ ରାଜ୍ୟରେ ୩ ଦିନିଆ ଶୋକ
- ଆଇନ ପାଠ ନପଢ଼ି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି, ମନେପକାଇଲେ ନିଶିକାନ୍ତ ଦୁବେ
- ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟଣା, ୧୦ ଲକ୍ଷ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ବିଜେଡିକୁ କବଜା କରିବାକୁ ରୀତିମତ ଚାଲିଛି ଷଡଯନ୍ତ୍ର: ଅମରେଶ ଜେନା
- ଲକ୍ଷେ ଛୁଇଁଲା ସୁନା ଦର !
- ବାଇକ ଧକ୍କା ପରେ ମାଡ଼ିଗଲା ଟ୍ରକ: ୩ ମୃତ, ୩ ଗୁରୁତର
- ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କୁ ଇଡି ସମନ
Comments are closed.