Latest Odisha News

BREAKING NEWS

୧୧ କିଲୋ ଓଜନ କମାଇଲେ କମେଡି କିଙ୍ଗ

ନିଜର ଫିଟନେସକୁ ନେଇ ଖୁବ୍ ସଚେତନ କମେଡି କିଙ୍ଗ କପିଲ ଶର୍ମା । ଏଥିପାଇଁ ସେ ତାଙ୍କ ଓଜନ କମାଇଛନ୍ତି । କପିଲ ପରିବାର ସହ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ପୂରା ଫିଟ୍ ଦେଖାଯାଉଛନ୍ତି କପିଲ । ଲକଡାଉନର ଖାଲି ସମୟର ସଦୁପଯୋଗ କରିଛନ୍ତି ଓ ନିଜର ଟ୍ରାନ୍ସଫରମେସନ ଦ୍ବାରା ସମସ୍ତଙ୍କୁ ଚକମାଇ ଦେଇଛନ୍ତି. ନିଜର ନୂଆ ଲୁକରେ ସ୍ଲିମ୍ ଓ ହ୍ୟାଣ୍ଡସମ୍ ଦେଖାଉଛନ୍ତି ସେ । କୁହାଯାଉଛି କି ଲକଡାଉନ୍ ସମୟରେ କପିଲ ଶର୍ମା ପାଖାପାଖି ୧୧ କିଲୋ ଓଜନ କମାଇଛନ୍ତି । ସେୟାର କରିଥିବା ଫଟୋରେ କପିଲଙ୍କ ମା’, ପତ୍ନୀ ଓ ଝିଅକୁ ମଧ୍ୟ ଦେଖିବାକୁ ମିଳିଛି ।

Leave A Reply

Your email address will not be published.