Latest Odisha News

BREAKING NEWS

ଶିବସେନା ନେତା ସଞ୍ଜୟ ରାଉତଙ୍କୁ କୁଇନ କଙ୍ଗନାଙ୍କ ଓପନ ଚ୍ୟାଲେଞ୍ଜ, ‘କିସ କା ବାପ ମେ ହିମ୍ମତ ହେ ତୋ ରୋକଲେ’

ମୁମ୍ବାଇ: ମହାରାଷ୍ଟ୍ର ସରକାର ଓ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଏବେ ମୁହାଁମୂହିଁ ହୋଇଛନ୍ତି । ମୁମ୍ବାଇ ନ ଆସିବାକୁ ଶିବସେନା ନେତା ସଞ୍ଜୟ ରାଉତ କହିବା ପରେ ଆଜି କଙ୍ଗନା ତାର ଜବାବ ରଖିଛନ୍ତି । ସେ କହିଛନ୍ତି କିସ କେ ବାପ ମେ ହିମ୍ମତ ହେ ତୋ ରୋକଲେ । ଏପରିକି କେଉଁ ସମୟରେ ଫ୍ଲାଇଟ ଲ୍ୟାଣ୍ଡ କରିବା ତାହା ମଧ୍ୟ ଜଣେଇ ଦେବି ବୋଲି କଙ୍ଗନା କହିଛନ୍ତି ।

ଏହାର ଉତରରେ ସଞ୍ଜୟ କହିଛନ୍ତି ଏହା ଏକ ମେଂଟାଲ କେସ୍ । ଗୁରୁତ୍ୱ ଦେବା ଆବଶ୍ୟକ ନୁହେଁ । କଙ୍ଗନା ମୁମ୍ବାଇ ପିଓକେ ସହ ତୁଳନା କରି ଏହାର ପୋଲିସକୁ ଡର ଲାଗୁଛି ବୋଲି କହିଥିଲେ । ଜବାବରେ ସଞ୍ଜୟ ତାଙ୍କୁ ଏଠାକୁ ନ ଆସିବାକୁ ଚେତାବନୀ ଦେଇଥିଲେ ।

Leave A Reply

Your email address will not be published.