Latest Odisha News

BREAKING NEWS

ତେଜସରେ ଶିଖ ଅଫିସର ହେଇଛନ୍ତି କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା କୁଇନ କଙ୍ଗନା ରାନାୱତ ତାଙ୍କ ଆଗାମୀ ଫିଲ୍ମ ତେଜସର ଶୁଟିଂ ନେଇ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ସେ ଜଣେ ଶିଖ ଏୟାରଫୋର୍ସ ଅଫିସର ଭାବେ ଅବତୀର୍ଣ୍ଣ ହୋଇଛନ୍ତି । ଫିଲ୍ମରେ ତାଙ୍କ ନାମ ତେଜସ ଗିଲ ରହିଛି । କଙ୍ଗନା ତାଙ୍କ ଟୁଇଟରରେ ଏୟାରଫୋର୍ସ ପୋଷାକ ସହ ନୂତନ ଫଟୋ ଶେୟାର କରିଛନ୍ତି ।

ମୁଁ ବ୍ୟକ୍ତିଗତ ଭାବେ ଏଥିନେଇ ଖୁସି ଅଛି । ଏହାର କାରଣ ହେଲ ଫିଲ୍ମରେ ମୁଁ ମୋର ପ୍ରକୃତ ନାମ ଏ ପର୍ଯ୍ୟନ୍ତ ଜାଣି ନ ଥିଲି । ସୂଚନାଯୋଗ୍ୟ, କଙ୍ଗନା ଏବେ ଅନେକଗୁଡିଏ ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟରେ କାମ ଆରମ୍ଭ କରିଛନ୍ତି । ଏହା ମଧ୍ୟରେ, ଥାଲାଇଭି, ଧାକଡ, ମଣିକର୍ଣ୍ଣିକା ରିଟର୍ଣ୍ଣସ:ଦି ଲିଜେଣ୍ଡ ଅଫ ଦିଦ୍ଦା ଅନ୍ୟତମ ।

Leave A Reply

Your email address will not be published.