ଭୁବନେଶ୍ୱର: ମୌସୁମୀ ସକ୍ରିୟ ହେବା ପରେ ଏବେ ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲାରେ ଲଗାଣ ବୃଷ୍ଟିପାତ ଜାରି ରହିଛି । ଅସରାଏ ବର୍ଷା ପରେ ପରିସମାପ୍ତି ଘଟିଛି କୃଷକଙ୍କ ପ୍ରତୀକ୍ଷା । ଧାନବିଲରେ ହଳ-ଲଙ୍ଗଳ ଧରି ଚାଷକାର୍ଯ୍ୟରେ ବ୍ୟସ୍ତ ରହିବାରେ ଲାଗିଛନ୍ତି ଚାଷୀ ।
BREAKING NEWS
- ଆଜି ଶ୍ରାବଣ ସୋମବାର, ଲିଙ୍ଗରାଜ ମନ୍ଦିରରେ ନିତିକାନ୍ତି ବନ୍ଦ
- ବନ୍ଦ ହେଲା ହୀରାକୁଦ ଡ୍ୟାମ୍ର ଆଉ ୨ଟି ଗେଟ୍
- ଭାରତୀୟ ପ୍ରତିନିଧିଙ୍କୁ CWG ପତାକା ହସ୍ତାନ୍ତର; ୨୦୩୦ରେ ଅହମ୍ମଦାବାଦରେ ହେବ…
- Ammunition Recovered in Manipur:ସୁରକ୍ଷା ବାହିନୀକୁ ବଡ଼ ସଫଳତା: ୯ ଉଗ୍ରବାଦୀ ଗିରଫ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, IED ଜବତ
- ବୁଡିଯାଉଥିବା ପୁଅକୁ ବଞ୍ଚାଇବାକୁ ଯାଇ ଭାସିଗଲେ ବାପା
- Snake bite:ସାପ କାମୁଡ଼ାର ପ୍ରେମିକ ମୃତ;ଖବର ଶୁଣି ଜୀବନ ହାରିଲା ପ୍ରେମିକା
- ବଜ୍ରାଘାତରେ ଚାଲିଗଲା ୨ଜୀବନ; ୨ ଗୁରୁତର ମେଡିକାଲରେ ଭର୍ତ୍ତି
- ନିଶା ଇଞ୍ଜେକ୍ସନ୍ କାରବାର ଚାଲିଥିବାବେଳେ ଚଢ଼ାଉ; ୪୫୩ ନିଶା ଇଞ୍ଜେକ୍ସନ୍ ଜବତ, ୪ ଗିରଫ
- ଉତ୍ତମ ଆଚରଣ ପାଇଁ ୧୯ଜଣ ଆଜୀବନ କଏଦୀଙ୍କୁ ମୁକ୍ତି;ଝାରପଡ଼ାରୁ ୩
- କମନୱେଲଥ୍ ଗେମ୍ସ: ଗ୍ଲାସଗୋ ରେଷ୍ଟୋରାଣ୍ଟରେ ଭାରତର ଭୁଲ୍ ମାନଚିତ୍ର ଦେଖି ଅସନ୍ତୋଷ ପ୍ରକାଶ କଲେ ଲଭଲିନା
Comments are closed.