Latest Posts
କବିତା : ଶିମିଳିପାଳ ଜଳୁଛି
ସଞ୍ଜିତା ପ୍ରଧାନ
ଆଜ ହୁତାଶନ ରଚେ ପ୍ରହସନ
ତାଣ୍ଡବଲୀଳା ରଚୁଛି
ସପ୍ତାହଟେ ଧରି ଭାଗ୍ୟକୁ ଆଦରି
ଶିମିଳିପାଳ ଜଳୁଛି
ଶିମିଳିପାଳ ଜଳୁଛି ।।
ଶାଳ ବୃକ୍ଷରାଜି କଙ୍କାଳଟେ ସାଜି
ଆର୍ତ୍ତନାଦ କରୁଅଛି
ପକ୍ଷୀ ବି ବାହୁନେ ଶାବକ ବିହୁନେ
ସଂସାର ତା ଉଜୁଡିଛି
ଶିମିଳିପାଳ ଜଳୁଛି ।।
ଜାତୀୟ ଉଦ୍ୟାନ ହେଲେ ଦିନ ହୀନ
ଅଗ୍ନି ଅଶ୍ରୁରେ ଭିଜୁଛି
ବିକଳ...
ଜାଣନ୍ତୁ, କେମିତି କଟିବ ଆଜିର ଦିନ
ରାଶିଫଳ
ତା ୭-୩-୨୦୨୧ ରବିବାର
ଆଜି ଦିନର ମହତ୍ତ୍ୱ
ଆଜି ହେଉଛି ୨୦୨୧ ମସିହା ମାର୍ଚ୍ଚ ତା ୭ ରିଖ ରବିବାର କୁମ୍ଭ ୨୪ ଦିନ ଫାଲଗୁନ ମାସ କୃଷ୍ଣ ପକ୍ଷ ନବମୀ ତିଥି ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର
ଘାତ ବାର-: ମେଷ ରାଶିର
ଆଜିର...
ସାହିତ୍ୟ ସହିତ ଆଦର୍ଶବାଦ ସମ୍ପୃକ୍ତ ଓ ଆଦର୍ଶବାଦ ହିଁ ସାହିତ୍ୟର ମୂଳପିଣ୍ଡ : ସୁଶାନ୍ତ ଦାଶ
ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା କବି ସୁଶାନ୍ତ ଦାଶ । ଲେଖନୀ ଚାଳନାରେ ସେ ଫୁଟେଇ ପାରନ୍ତି ଜୀବନ୍ତ କବିତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପା ଯାଇ ପାରେନା । ତାଙ୍କ ସାଧନାର କ୍ଷେତ୍ର ଦିଗରୁ...
କରୋନା ଅପଡ଼େଟ୍
ରାଜ୍ୟରୁ ଆଜି ସୁସ୍ଥ ହେଲେ ଆଉ ୮୮ କରୋନା ଆକ୍ରାନ୍ତ
ଭୁବନେଶ୍ବର : ରାଜ୍ୟରେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୮୮ ଆକ୍ରାନ୍ତ । ସୁସ୍ଥ ହେବା ପରେ ଏମାନଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ସମ୍ବଲପୁରରୁ ସର୍ବାଧିକ ୧୪ ଜଣ ସୁସ୍ଥ ହୋଇଥିବା ବେଳେ, ଯାଜପୁରରୁ ୧୩ ଜଣ ସୁସ୍ଥ...
କୋଭିଡ୍ ଟିକାର ଦ୍ୱିତୀୟ ଡୋଜ୍ ନେବା ପରେ ବି ହେଉଛି କରୋନା, ଡାକ୍ତର ପଜିଟିଭ୍
ରାଉରକେଲା: କୋଭିଡ୍ ଟିକାର ଦୁଇ ଦୁଇଟି ଡୋଜ୍ ନେବା ପରେ ବି ହେଉଛି କରୋନା । କୋଭିଡ୍ ସଂକ୍ରମିତ ହେଲେ କରୋନା ଟିକାର ୨ ଡୋଜ୍ ନେଇଥିବା ଡାକ୍ତର । ସୂଚନା ଅନୁସାରେ ରାଉରକେଲା ସରକାରୀ ହସ୍ପିଟାଲରେ କାର୍ଯ୍ୟରତ ଜୈନିକ ବରିଷ୍ଠ ଅସ୍ଥାୟୀ...
ଦେଶରେ ୨୪ ଘଣ୍ଟାରେ ୧୮ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ, ୧୦୮ ମୃତ
ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶନିବାର ଦିନ ଏହି ସଂଖ୍ୟା ୧,୧୧,୯୨,୦୮୮କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି।
କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ...