ଭଦ୍ରକ: ଶ୍ରାବଣମାସର ପ୍ରଥମ ସୋମବାର ମହାଦେବଙ୍କୁ ପବିତ୍ର ଜଳାଭିଷେକ କରିବେ ଶ୍ରଦ୍ଧାଳୁ । ଓଡ଼ିଶାର ବିଭିନ୍ନ ଶିବାଳୟ ଅଭିମୁଖେ ରବିବାର ଦିନ ଯାତ୍ରାରମ୍ଭ କରିଛନ୍ତି ହଜାର ହଜାର ଶିବଭକ୍ତ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ପବିତ୍ର ଆରଡ଼ି ପୀଠର ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ କରିବାକୁ ହଜାର ହଜାର କାଉଡ଼ିଆ ରବିବାର ଦିନ ଯାତ୍ରା କରିଛନ୍ତି ।
BREAKING NEWS
- ଟି୨୦ ବିଶ୍ୱକପ: ଗ୍ରୁପ ଅଫ ଡେଥରେ ଟିମ ଇଣ୍ଡିଆ
- ଶିମିଳିପାଳରେ ଆତ୍ମସମର୍ପଣ କଲେ ୩୯ ଶିକାରୀ, ୯ ବନ୍ଧୁକ ଜବତ
- ଟ୍ରମ୍ପଙ୍କ ‘ଶାନ୍ତି ବୋର୍ଡ’ରେ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଲା ଭାରତ
- Macron Tells Meloni To Stay In Own Lane: ମେଲୋନିଙ୍କ ଉପରେ ରାଗିକି ଫାୟର ମାକ୍ରନ, କହିଲେ, ‘ନିଜ ସୀମା ଭିତରେ ରୁହ…’
- Donald Trump To PAK PM: ଟ୍ରମ୍ପଙ୍କ ନିର୍ଦ୍ଦେଶ ପାଉ ପାଉ ଛିଡା ହୋଇଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ, ସଙ୍ଗେ ସଙ୍ଗେ ଛାତିରେ ହାତ ରଖି କହିଲେ…
- India’s Ties Improving With Bangladesh: ବାଂଲାଦେଶରେ ସମସ୍ତ ଭିସା ସେବା ପୁଣି ଆରମ୍ଭ କରିବ ଭାରତ, ତାରିକ ରହମାନଙ୍କ ସରକାରରେ ସୁଧୁରୁଛି ସମ୍ପର୍କ…
- ଆରମ୍ଭ ହେଲା ଅପରେସନ୍ ବ୍ଲାକ୍ ଫରେଷ୍ଟ-୨, ଟଳିଲେଣି ୫ ମାଓବାଦୀ
- ଭିଜିଲାନ୍ସ ଜାଲରେ ଫରେଷ୍ଟର ଭାଗବତ ଭୂଷଣ ବେହେରା
- Trump Board of Peace: ମୁଁ ପୁରୁଷମାନଙ୍କ ପ୍ରତି ଆଗ୍ରହୀ ନୁହେଁ, କିନ୍ତୁ ମହିଳାମାନଙ୍କୁ ବହୁତ ପସନ୍ଦ କରେ: ଟ୍ରମ୍ପ
- ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ଆବେଦନ କରିପାରିବେ ତୃତୀୟ ଲିଙ୍ଗି
Comments are closed.