Latest Odisha News

BREAKING NEWS

ବ୍ରେକ୍‌ ଟାଇମ୍‌ରେ ବ୍ୟାଡ୍‌ମିଣ୍ଟନ ଖେଳରେ ମଜିଯାଇଛନ୍ତି କ୍ୟାଟ୍ରିନା

ନୂଆଦିଲ୍ଲୀ: କ୍ୟାଟ୍ରିନା କୈଫ୍‌ ତାଙ୍କ ଫୋନ୍ ଭୁତ୍‌ର ସହ-ତାରକା ସିଦ୍ଧାନ୍ତ ଚର୍ତୁବେଦୀଙ୍କ ସହ ବ୍ୟାଡମିଣ୍ଟନ୍ ଖେଳୁଥିବାର ଏକ ଭିଡିଓ ସେୟାର କରିଛନ୍ତି। ଫ୍ରେମରେ ଇଶାନ ଖଟ୍ଟରଙ୍କୁ ମଧ୍ୟ ଦେଖିବାକୁ ମିଳିଛି।

ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି କ୍ୟାଟ୍ରିନା ଲେଖିଛନ୍ତି, ବ୍ୟାଡମିଣ୍ଟନର ଏକ ଅତି ପେସାଦାର ଦେଖାଯାଉଥିବା ଖେଳ। ସୁଟିଂରୁ କିଛି ସମୟ ବିରତି ନେଇ ବ୍ୟାଡ୍‌ମିଣ୍ଟନ କେଳରେ ମଜି ଯାଇଛନ୍ତି କ୍ୟାଟ୍ରିନା।  ଫୋନ୍ ଭୁତ୍‌ ଦ୍ୱାରା ଅଂଶୀଦାର ହୋଇଥିବା ଫଟୋ ଏବଂ ଭିଡିଓରୁ ଯାହା ଜଣାପଡ଼ୁଛି ସମ୍ପୂର୍ଣ୍ଣ ଟିମ୍‌ଟି ମସ୍ତି ମୁଡ୍‌ରେ ଅଛି। କ୍ୟାଟ୍ରିନାଙ୍କ ଏହି ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

Comments are closed.