Latest Odisha News

BREAKING NEWS

ଦିଲ୍ଲୀ ରାମଲୀଳା ପଡିଆ ପ୍ରସ୍ତୁତ: ମନ୍ତ୍ରୀଙ୍କ ସହ ଶପଥ ନେବେ କେଜ୍ରିୱାଲ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ରବିବାର ଦିଲ୍ଲୀର ରାମଲୀଳା ପଡିଆରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଏଠାରେ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସମେତ ମନୀଷ ସିସୋଡିଆ, ସତ୍ୟେନ୍ଦ୍ର ଜୈନ, ଗୋପାଳ ରାୟ, କୈଳାଶ ଗହଲୋତ, ଇମ୍ରାନ ହୁସେନ ଓ ରାଜେନ୍ଦ୍ର ପାଲ ଗୌତମ ମଧ୍ୟ ମନ୍ତ୍ରୀ ପଦର ଶପଥ ନେବେ ।

ଶପଥ ଗ୍ରହଣ କାର୍ଯ୍ୟକ୍ରମ ଦିନ ୧୨ଟାରୁ ଆରମ୍ଭ ହେବ । ମନ୍ତ୍ରୀମଣ୍ଡଳରେ କୌଣସି ମହିଳାଙ୍କୁ ସାମିଲ କରାଯାଇ ନାହିଁ ।

Leave A Reply

Your email address will not be published.