Latest Odisha News

ଖାନ ଚାଚା ମାଲିକ ନବନୀତ କାଲ୍ରାଙ୍କ ଲାଇସେନ୍ସ ବାତିଲ

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀରେ ଅକ୍ସିଜେନ କନ୍‌ସେନ୍‌ଟ୍ରେଟର ସଂରକ୍ଷଣ ମାମଲାରେ ଅଭିଯୁକ୍ତ ବ୍ୟବସାୟୀ ନବନୀତ କାଲ୍ରାଙ୍କ ଲାଇସେନ୍ସ ବାତିଲ ହୋଇଛି। ମଙ୍ଗଳବାର ଦିନ ଦିଲ୍ଲୀ ପୋଲିସ ଅଭିଯୁକ୍ତ ନବନୀତଙ୍କ ଲାଇସେନ୍ସ ସ୍ଥଗିତ ରଖିଥିବା ସୂଚନା ମିଳିଛି। ବାତିଲ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଦିଲ୍ଲୀ ପୋଲିସ କହିଛି।

ଏହାପୂର୍ବରୁ ଶନିବାର ଦିନ ଦିଲ୍ଲୀର ଏକ କୋର୍ଟ ବ୍ୟବସାୟୀ ନବନୀତ କାଲ୍ରାଙ୍କୁ ବ୍ୟକ୍ତିଗତ ବଣ୍ଡ୍‌ ପ୍ରଦାନ କରିଥିଲେ।

Comments are closed.