Latest Odisha News

BREAKING NEWS

ପୁଣି ଖାରବେଳ ସ୍ୱାଇଁଙ୍କ ଉପରେ ଆକ୍ରମଣ, ସୋସିଆଲ ମିଡିଆରେ ସେୟାର କଲେ ଭିଡିଓ

ରାୟଗଡ଼ା : ‘ଉତ୍କଳ ଭାରତ’ ସଭାପତି ଖାରବେଳ ସ୍ୱାଇଁଙ୍କ ଉପରେ ପୁଣି ଆକ୍ରମଣ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ ଶନିବାର ଦିନ ରାୟଗଡ଼ା ଜିଲ୍ଲା କାଶୀପୁର ରେ ଆୟୋଜିତ ଏକ ସଭାମଞ୍ଚରେ ଖାରବେଳଙ୍କ ଉପରକୁ ଆକ୍ରମଣ କରିଛନ୍ତି ଜନୈକ ଯୁବକ। ଆକ୍ରମଣ ସମୟର ଏକ ଭିଡ଼ିଓକୁ ସୋସିଆଲ୍ ମିଡ଼ିଆରେ ସେୟାର କରିଛନ୍ତି ନିଜେ ଖାରବେଳ ।

ଯୁବକ ଜଣକ ମଞ୍ଚ ଉପରେ ଏଠାକୁ କାହିଁକି ଆସିଛ ବୋଲି ପଚାରି ଖାରବେଳଙ୍କ ମୁହଁକୁ ଆକ୍ରମଣ କରିଥିବା ଖାରବେଳ ସ୍ୱାଇଁ ନିଜ ଫେସବୁକ ପେଜରେ ଆକ୍ରମଣ ସମୟର ଏକ ଭିଡ଼ିଓକୁ ସେୟାର କରିଛନ୍ତି ।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଉଛି ।

Leave A Reply

Your email address will not be published.