Latest Odisha News

BREAKING NEWS

ସୋସିଆଲ୍‌ ମିଡିଆରେ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ୱେଟ୍‌ ଲସ୍‌କୁ ନେଇ ଚର୍ଚ୍ଚା; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଉତ୍ତର କୋରିଆର ନେତା କିମ ଜୋଙ୍ଗ ଉନଙ୍କ ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖିଲା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେବା ଆରମ୍ଭ କରିଦେଇଛନ୍ତି।

ଏହି ଭିଡିଓରୁ ଯାହା ଜଣାପଡ଼ୁଛି ଉତ୍ତର କୋରିଆ ରାଷ୍ଟ୍ରପତି ବୋଧ ହୁଏ ଡାଏଟ୍‌ରେ ଅଛନ୍ତି। ଏହାପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ମତ ଦେଇଛନ୍ତି, “ବୋଧହୁଏ କିମ୍‌ ଡାଏଟରେ ଅଛନ୍ତି। ପୂର୍ବ ଏବଂ ବର୍ତ୍ତମାନର ଭିଡିଓ ଦେଖି ମନେ ହେଉଛି କିମ୍‌ ତାଙ୍କ ଓଜନ ହ୍ରାସ କରିଛନ୍ତି। ତେବେ କିମ୍‌ଙ୍କ ଅଚାନକ ଓଜନ ହ୍ରାସ ହେବା ବିଷୟରେ କୌଣସି ବିବରଣୀ ଦିଆଯାଇଛି।

ତେବେ କିମ୍‌ଙ୍କ ଓଜନ ହ୍ରାସକୁ ନେଇ ଉତ୍ତର କୋରିଆର ଲୋକମାନେ ଅତ୍ୟନ୍ତ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି।

Leave A Reply

Your email address will not be published.