Latest Odisha News

BREAKING NEWS

୫ ରେ ମଞ୍ଚସ୍ଥ ହେବ ‘ସଫୋକ୍ଲିସଙ୍କ ରାଜା ଇଡିପସ’

ଭୁବନେଶ୍ୱର : ଏସ. ଏଚ ଫାଉଣ୍ଡେସନ ପକ୍ଷରୁ ଅଢେ଼ଇ ହଜାର ବର୍ଷ ତଳର ଗ୍ରୀକ ନାଟକ ‘ସଫୋକ୍ଲିସଙ୍କ ରାଜା ଇଡିପସ’ ଆସନ୍ତା ୫ ତାରିଖରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବାକୁ ଯାଉଛି ।

ଏହି କାହାଣୀଟି ହଜାର ହଜାର ବର୍ଷ ତଳେ ପ୍ରାଚୀନ ଗ୍ରୀସ ଦେଶର ଥେବାଇ ନଗରୀ-ରାଜ୍ୟର ରାଜା ଲାୟସଙ୍କୁ ହୋଇଥିବା ଦୈବବାଣୀ ଉପରେ ପର୍ଯ୍ୟବେସିତ।

ଏହାର ପରିକଳ୍ପନା ଓ ପ୍ରଯୋଜନା ପ୍ରଦୋଷ ମହାନ୍ତି କରୁଥିବା ବେଳେ ଓଡ଼ିଆ ଭାଷାନ୍ତର ଓ ନିର୍ଦ୍ଦେଶନା ଦାୟିତ୍ୱ ଅଧ୍ୟାପକ ରମାକାନ୍ତ ମିଶ୍ର ନେଇଛନ୍ତି।

Leave A Reply

Your email address will not be published.