Latest Odisha News

BREAKING NEWS

Browsing Tag

art and culture

ନୂଆଦିଲ୍ଲୀ ହାଉଜଖାସ ମନ୍ଦିରରେ ପାଲା

ନୂଆଦିଲ୍ଲୀ :  ରାଜଧାନୀ ଦିଲ୍ଲୀର ସର୍ବ ବୃହତ ଜଗନ୍ନାଥ ମନ୍ଦିରଠାରେ ଗତ ୭ତାରିଖ ରଥଯାତ୍ରାଠାରୁ ସୁନା ବେଶ ପର୍ଯ୍ୟନ୍ତ ରଙ୍ଗାରଙ୍ଗ ସାଂସ୍କୃତିକ ସମାରୋହରେ ଅଂଶ ବିଶେଷ ଭାବରେ ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବା ସଂଘର ଆନୁକୂଲ୍ୟରେ ଆୟୋଜନ କରାଯାଉଥିବା ଏହି ଭବ୍ୟ କାର୍ଯ୍ୟକ୍ରମ…

ଫଟୋଚିତ୍ର ପ୍ରଦର୍ଶନୀରେ ଓଡ଼ିଆଙ୍କ ବୀରତ୍ୱ ଏବଂ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଐଶ୍ୱର୍ଯ୍ୟ

ପୁରୀ : ହେରାପଞ୍ଚମୀର ପବିତ୍ର ଅବସର ପରେ ତିନୋଟି ରଥ ଦକ୍ଷିଣାମୋଡ଼ ନେଇଛନ୍ତି । ଏହା ପରେ ବାହୁଡ଼ା ଯାତ୍ରା ଏବଂ ପରେ ପରେ ଶ୍ରୀ ଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେବ। ଓଡ଼ିଆଙ୍କ ବୀରତ୍ୱ ଏବଂ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟ ପ୍ରଦର୍ଶନ କରିବାକୁ ଯାଇ ପବିତ୍ର ବଡ ଏକାଦଶୀରେ…

ରଥଯାତ୍ରା ଅବସରରେ ‘ଶ୍ରୀଜଗନ୍ନାଥ’ଶୀର୍ଷକ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ

ପୁରୀ : ପବିତ୍ର ରଥଯାତ୍ରା ଉପଲକ୍ଷେ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଶ୍ରୀକ୍ଷେତ୍ର ପୁରୀଠାରେ ଶ୍ରୀଜଗନ୍ନାଥ ଶୀର୍ଷକରେ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଶ୍ରୀଜଗନ୍ନାଥ ଓ ରଥଯାତ୍ରା ଉପରେ ପର୍ଯ୍ୟବେଷିତ କଳାକୃତିଗୁଡିକ…

ଗୁରୁକୂଳ ଉତ୍ସବ ୨୦୨୩ ଉଦଯାପିତ

ଭୁବନେଶ୍ୱର : ଗୁରୁ ରାମହରି ଦାସ ଓଡ଼ିଶୀ ଗୁରୁକୁଳ ପକ୍ଷରୁ ଆୟୋଜିତ ଗୁରୁକୁଳ ଉତ୍ସବ-୨୦୨୩ ଉଦଯାପିତ ହୋଇଯାଇଛି । ତିନିଦିନ ଧରି ଅନୁଷ୍ଠିତ ଏହି ଗୁରୁକୂଳ ଉତ୍ସବର ଅନ୍ତିମ ସନ୍ଧ୍ୟାରେ ଗୁରୁ ଅରୁଣା ମହାନ୍ତି ଏବଂ ଗୁରୁ ବିଜୟ କୁମାର ଜେନା ଅତିଥି ଭାବରେ ଯୋଗ ଦେଇଥିଲେ । ଗୁରୁକୂଳର ସଚିବ ଗୁରୁ…

ଗୁରୁକୁଳ ଉତ୍ସବ ୨୦୨୩ ଦ୍ୱିତୀୟ ସନ୍ଧ୍ୟାରେ ଦର୍ଶକ ବିଭୋର

ଭୁବନେଶ୍ୱର : ଗୁରୁ ରାମହରି ଦାସ ଓଡ଼ିଶୀ ଗୁରୁକୁଳ ପକ୍ଷରୁ ଆୟୋଜିତ ଗୁରୁକୁଳ ଉତ୍ସବ-୨୦୨୩ ର ଦ୍ଵିତୀୟ ସନ୍ଧ୍ୟାକୁ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଚିବପ୍ରବୋଧ କୁମାର ରଥ ଆନୁଷ୍ଠାନିକ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ଏହି କାର୍ଯକ୍ରମରେ ଦ୍ବୈତ ହିନ୍ଦୁସ୍ତାନୀ କଣ୍ଠ…

ଗୁରୁକୁଳ ଉତ୍ସବ-୨୦୨୩ ଉଦଘାଟିତ

ଭୁବନେଶ୍ୱର : ଗୁରୁ ରାମହରି ଦାସ ଓଡ଼ିଶୀ ଗୁରୁକୁଳ ପକ୍ଷରୁ ଗୁରୁକୁଳ ଉତ୍ସବ ୨୦୨୩ ଉଦଘାଟିତ ହୋଇଯାଇଛି । ଏହି ଉତ୍ସବରେ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର କୁଳପତି ପ୍ରସନ୍ନ କୁମାର ସ୍ବାଇଁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କଳା ସଂସ୍କୃତି ଓ ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ଗୁରୁକୁଳର ଅବଦାନ…

ଆଦିବାସୀ ମେଳାରେ ଜନଜାତି କଳାକାରଙ୍କ ଦ୍ୱାରା ମଞ୍ଚସ୍ଥ ବହୁଭାଷୀ ନାଟକ ଏକ ପ୍ରମୁଖ ଆକର୍ଷଣ

ଭୁବନେଶ୍ୱର : ଓଡ଼ିଶାର ଅନୁସୂଚିତ ଜନଜାତିଙ୍କ ଭାଷାର ସଂରକ୍ଷଣ, ପ୍ରଚାର ଓ ପ୍ରସାର ନିମନ୍ତେ ୟୁନିଟ୍-୧ ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ବହୁଭାଷୀ ନାଟକ ମହୋତ୍ସବରେ ବାଲ୍ୟ ବିବାହ ସମ୍ପର୍କିତ ସଚେତନତା ଉପରେ ଆଧାରିତ କୋରାପୁଟିଆ ଦେଶୀଆ ଭାଷାର ଏକ ସୁନ୍ଦର ନାଟକ "ଦେଖ୍ ମେଟା…

୧୦ମ ଓଡ଼ିଶୀ ଗୁରୁକୂଳ ପ୍ରତିଷ୍ଠା ଏବଂ ବିଦ୍ୟାର୍ଥି ଦିବସ ପାଳିତ

ସାକ୍ଷୀଗୋପାଳ : ଗୁରୁକୂଳ ମୁକ୍ତାକାଶ ରଙ୍ଗମଞ୍ଚରେ ସତ୍ୟବାଦୀ ଅଞ୍ଚଳ ବଡ଼ହାଟ ଗ୍ରାମସ୍ଥିତ ରାମହରି ଦାସ ଓଡ଼ିଶୀ ଗୁରୁକୂଳ ର ୧୦ମ ପ୍ରତିଷ୍ଠା ଏବଂ ବିଦ୍ୟାର୍ଥି ଦିବସ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଅମିୟ କୁମାର ପଟ୍ଟନାୟକ, ଗୁରୁ ବିଜୟ କୁମାର ଜେନା, ଯନ୍ତ୍ରୀ ଅସୀମ…

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥଗାରରେ ପ୍ରଦର୍ଶିତ ହେଲା ନାଟକ ବକ୍ସି ଜଗବନ୍ଧୁ

ଭୁବନେଶ୍ୱର : ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ସମଗ୍ର ରାଜ୍ୟରେ ଏକ ଉତ୍ସାହର ବାତାବରଣ ସୃଷ୍ଟି ହୋଇଛି । ରାଜ୍ୟର ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ କଳା, ସଂସ୍କୃତି ଓ ଐତିହ୍ୟକୁ ନେଇ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ସେହି ପରିପ୍ରେକ୍ଷୀରେ…

ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ୪୧ତମ ରାଜ୍ୟ ଚାରୁକଲା ପୁରସ୍କାର ପ୍ରଦାନ ଉତ୍ସବ

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ଆନୁକୂଲ୍ୟରେ ଦ୍ୱାରା ଆୟୋଜିତ ୪୧ତମ ରାଜ୍ୟ ଚାରୁକଳା ପୁରସ୍କାର ପ୍ରଦାନ ଉତ୍ସବ ସ୍ଥାନୀୟ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉଚ୍ଚସ୍ତରୀୟ ଚୟନ କମିଟି…