ମୁମ୍ବାଇ: ଚଳିତ ଆଇପିଏଲରେ ଆଜି ହେବାକୁ ଥିବା ଦ୍ୱିତୀୟ ମୁକାବିଲାରେ ଟସ୍ ଜିତି କୋଲକାତା ନାଇଟ ରାଇଡର୍ସ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ଚେନ୍ନାଇ ସୁପର କିଙ୍ଗସ ପ୍ରଥମେ ବ୍ୟାଟିଂ କରିବ । ଉଭୟ ଦଳ ସେମାନଙ୍କ ଚୂଡାନ୍ତ ଏକାଦଶରେ କେତେଗୁଡିଏ ପରିବର୍ତନ କରିଛନ୍ତି ।
କୋଲକାତା ହରଭଜନ ସିଂଙ୍କ ସ୍ଥାନରେ କମଲେଶ ନାଗରକୋଟି ଓ ସାକିବ ଉଲ ହାସନଙ୍କ ବଦଳରେ ସୁନୀଲ ନାରିନଙ୍କୁ ସାମିଲ କରିଛି । ଚେନ୍ନାଇ ଷ୍ଟାର ଅଲରାଉଣ୍ଡର ଡ୍ୱେନ ବ୍ରାଭୋଙ୍କ ବଦଳରେ ଲୁଙ୍ଗି ଏନଗିଡିଙ୍କୁ ସ୍ଥାନ ଦେଇଛି ।
Comments are closed.