କଟକ: କଟକରେ ସୋମବାର ଦିନ ୨୦ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ କଟକରେ ମୋଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୩୯୪ ପହଞ୍ଚିଛି।
ଏନେଇ ଟ୍ୱିଟ କରିଛନ୍ତି କଟକ ପ୍ରଶାସନ ।
ଉକ୍ତ ଟ୍ୱିଟ ଅନୁଯାୟୀ କଟକ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରେ ମାହାଙ୍ଗା (୬), ଆଠଗଡ (୧), କାନପୁର (୬), ଟାଙ୍ଗି (୧), ବାଙ୍କି (୩), ନିଆଳି (୨) ଓ ସାଲେପୁର (୧) ଜଣେ ରହିଛନ୍ତି ।
ଅଧିକ ପଢନ୍ତୁ: ଓଡିଶାରେ ଆଉ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ୍ ସଂଖ୍ୟା ୫୩ଶହ ଟପିଲା
ଉଲ୍ଲେଖଯୋଗ୍ୟ, କଟକରେ ବର୍ତ୍ତମାନ ୮୦ଟି ସକ୍ରିୟ ମାମଲା ରହିଥିବା ବେଳେ ୩୧୩ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏହାବ୍ୟତିତ ଜଣେ କରୋନା ରୋଗୀ ମୃତ୍ୟୁବରଣ କରିଛନ୍ତି ।
Comments are closed.