Latest Odisha News

BREAKING NEWS

ଆଜିଠୁ ଆରମ୍ଭ ହେବ ‘କୁମ୍ଭ ବୈଠକ’

ନୂଆଦିଲ୍ଲୀ: ରବିବାର ଦିନ ବୃନ୍ଦାବନରେ ୪୦ ଦିନିଆ କୁମ୍ଭ ବୈଠକ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଉତ୍ତରପ୍ରଦେଶର ହରିଦ୍ୱାରରେ ଫେବୃଆରୀ ଶେଷରେ ହେବାକୁ ଥିବା ବୃହତ୍‌ କୁମ୍ଭ ମେଳା ଉତ୍ତରାଖଣ୍ଡ ବ୍ରିଜ୍‌ ତିର୍ଥ ବିକାଶ ପରିଷଦ ଦ୍ୱାରା ଏହି ମେଳା ଆୟୋଜିତ ହେଉଛି।

ପ୍ରଥମ ଶୁଭ ସ୍ନାନ ଦିବସ ୧୬ ଫେବୃଆରୀରେ ପଡୁଥିଲେ ମଧ୍ୟ ଫେବୃଆରୀ ୧୪ ରେ ୟୁପି ମୁଖ୍ୟ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ଏହି ମେଳା ଉଦ୍‌ଘାଟନ ହେବାର ସମ୍ଭାବନା ରହିଛି ବୋଲି ୟୁପି ବ୍ରିଜ ତିର୍ଥ ବିକାଶ ପରିଷଦର ଉପାଧ୍ୟକ୍ଷ ଶୈଲଜାକାନ୍ତ ମିଶ୍ର କହିଛନ୍ତି।

ହିନ୍ଦୁମାନଙ୍କର ଧାର୍ମିକ ଗୋଷ୍ଠୀ ବୃନ୍ଦାବନରେ ୪୦ ଦିନିଆ ମେଳାରେ ଯୋଗଦେବେ ବୋଲି ଆଶା କରାଯାଉଥିବାରୁ ରାଜ୍ୟ ସରକାର  ବୈଠକ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି।

ସ୍ୱତନ୍ତ୍ର ବ୍ୟବସ୍ଥାରେ ମେଳାରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଅନ୍ତର୍ଭୁକ୍ତ। ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବାକୁ ବିଦ୍ୟୁତ୍ ବିଭାଗ ଏକ ସ୍ୱତନ୍ତ୍ର ସବ୍ ଷ୍ଟେସନ୍ ପ୍ରତିଷ୍ଠା କରାଯାଇଛି।

Comments are closed.